Viral

ଯେଉଁଠି ହୋଟେଲରେ ପୋଷାକ ନ ପିନ୍ଧି ଖାଦ୍ୟ ଖାଆନ୍ତି ଗ୍ରାହକ

ନ୍ୟୁୟର୍କରେ ଏପରି ଏକ ହୋଟେଲ ରହିଛି, ଯେଉଁଠି ଗ୍ରାହକଙ୍କୁ ପୋଷାକ ନ ପିନ୍ଧି  ଖାଦ୍ୟ ଖାଇବାକୁ ପଡ଼ିଥାଏ। ଏହି ହୋଟେଲର ଖାଦ୍ୟ ଖାଇବା ପାଇଁ ଗ୍ରାହକଙ୍କୁ ୩ ମାସ ଆଗରୁ ବୁକିଂ କରିବାକୁ ପଡ଼େ। ଯୁବତୀ ଯୁବକମାନେ ଏଠାକୁ ଆସିବାକୁ ବେଶି ଆଗ୍ରହ ପ୍ରକାଶ କରୁଥିବା ହୋଟେଲ କର୍ତ୍ତୃପକ୍ଷ କହିଥାନ୍ତି। ସେହିଭଳି ନବବିବାହିତ ଦମ୍ପତି ଏଠାରେ ଖାଇବାକୁ ଓ ହନିମୁନ୍‌ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ପୋଷାକ ନ ପିନ୍ଧି ହୋଇ ଖାଦ୍ୟ ଖାଇଲେ କିଭଳି ଲାଗେ ତାହାର ଅନୁଭୁତି ନେବା ପାଇଁ ଦେଶବିଦେଶରୁ ଅନେକ ଗ୍ରାହକ ଏଠାକୁ ଆସିଥାନ୍ତି। ତେବେ ଗ୍ରାହକ ଆଗ୍ରହ ପ୍ରକାଶ କଲେ ପୋଷାକ ପିନ୍ଧି ଏଠାରେ ଖାଦ୍ୟ ଖାଇବାର ବ୍ୟବସ୍ଥା ରହିଛି।

Loading...

Join The Discussion

Loading...