Viral

ବିଶ୍ୱର ସବୁଠାରୁ ହଟ୍‌ ନର୍ସ

  •  
  • 7
  •  
  •  
  •  
  •  
  •  
    7
    Shares

ନର୍ସମାନେ ସାଧାରଣତଃ ରୋଗୀଙ୍କ ସେବାରେ ସମୟ ବିତାଉଥିବାରୁ ସେମାନଙ୍କ ପ୍ରତି ଥାଏ ଏକ ଭିନ୍ନ ଦରଦ। ସେମିତି ଜଣେ ନର୍ସ ହେଉଛନ୍ତି କୈରିନା। ତାଙ୍କର ଫଟୋ ସବୁବେଳେ ସୋସିଆଲ ମିଡିଆରେ ହୁଏ ଭାଇରାଲ। ଏବେ ସେ ବିଶ୍ୱର ସବୁଠାରୁ ହଟ୍‌ ନର୍ସ ବୋଲି କୁହାଯାଉଛି। ତାଇଓ୍ବାନର ମିନ୍‌ ସେଙ୍ଗ ଜେନେରାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା କୈରିନାଙ୍କର ସୋସିଆଲ ମିଡିଆରେ ରହିଛନ୍ତି ଲକ୍ଷାଧିକ ପ୍ରଶଂସକ। ଭିନ୍ନ ଭିନ୍ନ ସମୟରେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି ତାଙ୍କର ହଟ୍‌ ଫଟୋ। ଆଉ ସେସବୁକୁ ଦେଖି ତାଙ୍କର ପ୍ରଶଂସକମାନେ ଖୁସି ହେବା ସ୍ବାଭାବିକ କଥା। କେବଳ ସେତିକି ନୁହେଁ ଫଟୋ ଗୁଡିକ ବିଜୁଳି ବେଗରେ ଭାଇରାଲ ମଧ୍ୟ ହୁଏ। ତେବେ କାର୍ଯ୍ୟରୁ ଅବସର ସମୟ ମିଳିଲେ ସେ ଏମିତି କିଛି ସେଲ୍ଫି  ନେଇ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥାଆନ୍ତି।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...