Viral

ବୋନସରେ ମିଳିଲା ଏମିତି ସୁଯୋଗ, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

  •  
  • 39
  •  
  •  
  •  
  •  
  •  
    39
    Shares
କମ୍ପାନୀର ଲାଭ ହେଲେ ଏହାକୁ ବୋନସ୍‌ ଆକାରରେ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ। ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ କମ୍ପାନୀ ପଦୋନ୍ନତ୍ତି ମଧ୍ୟ ଦେଇଥାଏ। ତେବେ ବୋନସ୍‌ରେ କର୍ମଚାରୀଙ୍କୁ ଚାଇନାର ଏକ କମ୍ପାନୀ ସୁନ୍ଦରୀ ପର୍ଣ୍ଣଷ୍ଟାରଙ୍କ ସହିତ ରାତି ବିତାଇବାର ସୁଯୋଗ ପ୍ରଦାନ କରିଛି। ପର୍ଣ୍ଣଷ୍ଟାରମାନେ ଜାପାନର ବୋଲି ଜଣାପଡ଼ିିଛି। କର୍ମଚାରୀମାନେ ଅତି ଖୁସିରେ ଏହାକୁ ସ୍ବୀକାର କରିଛନ୍ତି। ସାଙ୍ଘାଇଠାରେ କାର୍ଯ୍ୟ କରୁଥିବା ଏକ କମ୍ପାନୀ ଏପରି କରି ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଅନେକ ଏହାକୁ ନେଇ ବିରୋଧ ମତ ପୋଷଣ କରିଥିବାବେଳେ କେତେକ ଏପରି କରି କମ୍ପାନୀ କର୍ମଚାରୀଙ୍କ ଯତ୍ନ ନେବା ସହିତ ସୁଖ ଦୁଃଖରେ ଭାଗି ହେଉଥିବା ମତ ଦେଇଛନ୍ତି।
  •  
    39
    Shares
  •  
  • 39
  •  
  •  
  •  
  •  
Loading...

Join The Discussion

Loading...