Viral

ସ୍ୱାମୀଙ୍କ ହାତ ଧରିଲେ ପତ୍ନୀ, ତା’ପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

  •  
  • 11
  •  
  •  
  •  
  •  
  •  
    11
    Shares

କୁହାଯାଏ, ବାହାଘର ପରେ ମଣିଷର ଭାଗ୍ୟ ବଦଳିଯାଏ । ନିକଟରେ କ୍ରିସ୍ ନୋର୍ଟନ ନାମକ ଜଣେ ଯୁବକଙ୍କ ଭାଗ୍ୟ ମଧ୍ୟ ସେହିପରି ଭାବେ ବଦଳିଯାଇଥିବା ଖବର ଆସିଛି । କ୍ରିସ୍ ଯାହା କେବେବି ଭାବି ନଥିଲେ ତାହା ସମ୍ଭବ ହୋଇଛି । ସେ ବିଗତ ୭ ବର୍ଷ ହେଲା ଚାଲି ପାରୁନଥିଲେ, କିନ୍ତୁ ବିବାହ ଦିନ ହିଁ ଚାଲିପାରିଛନ୍ତି । ହଁ ଆଜ୍ଞା, ଏହି କଥାକୁ ଆପଣ ବିଶ୍ୱାସ କରିବେନି, କିନ୍ତୁ ଏହା ନିରାଟ ସତ୍ୟ । ଘଟଣାରୁ ଜଣାପଡିଛି ଯେ, କ୍ରିସ୍ ନୋର୍ଟନ ଏବଂ ଏମିଲି ବିବାହ କରିଛନ୍ତି । ୭ବର୍ଷ ଆଗରୁ ସେ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇ ଚାଲିପାରୁନଥିଲେ । କିନ୍ତୁ ବିବାହ ଦିନ ଏମିତି ଏକ ଘଟଣା ଘଟିଲା ଯାହା ଆଶ୍ଚର୍ଯ୍ୟ ବାହାରେ । ଯେତେବେଳେ ତାଙ୍କ ସ୍ତ୍ରୀର ହାତ ଧରି ଚାଲିଲେ, ଏହାକୁ ଦେଖି ଉପସ୍ଥିତ ବନ୍ଧୁପରିଜନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂଚନାରୁ ଜଣାପଡିଛି ଯେ, କ୍ରିସ୍ ୧୮ ବର୍ଷର ହୋଇଥିବା ବେଳେ ଏକ ଫୁଟବଲ ମ୍ୟାଚ ଖେଳିବା ସମୟରେ ତାଙ୍କର ଗୋଡରେ ଆଘତ ଲାଗିଥିଲା, ସେହିଦିନଠାରୁ ସେ ଚାଲିପାରୁନଥିଲେ । କିନ୍ତୁ ଏବେ ବିବାହ ହେବା ପରେ ଚାଲିଛନ୍ତି । କ୍ରିସ୍ କହିଛନ୍ତି ଏହା ପ୍ରେମ ଦ୍ୱାରା ସମ୍ଭବ ହୋଇପାରିଛି । ଆମ ମଧ୍ୟରେ ଗଭୀର ପ୍ରେମ ରହିଥିବା ଏହା ସମ୍ଭବ ହେଲା ବୋଲି ସେ କହିଛନ୍ତି । ସେହିପରି ପତ୍ନୀ ଏମିଲା କହିଛନ୍ତି ଯେ, ଆଗକୁ ଦିହେଁ ଦୁଇଜଣଙ୍କର ସାହାରା ହୋଇ ବଞ୍ଚିବୁ ।

  •  
    11
    Shares
  •  
  • 11
  •  
  •  
  •  
  •  
Loading...

Join The Discussion

Loading...