Viral

ଯେଉଁଠି ପିତାଙ୍କୁ ବିବାହ କରନ୍ତି ଝିଅ

  •  
  •  
  •  
  •  
  •  
  •  
  •  

ଦୁନିଆର ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ତେବେ ଭାରତ ତଥା ବାଲାଂଦେଶରେ ବାସ କରୁଥିବା ମଣ୍ଡି ଜନଜାତିଙ୍କ ବିବାହ ପରମ୍ପରା ତଥା ରୀତିନୀତି ସମ୍ପୂର୍ଣ୍ଣ ଅଲଗା। ଏହି ଜନଜାତିର ଝିଅମାନେ ସେମାନଙ୍କ ପିତାଙ୍କୁ ବିବାହ କରିଥାନ୍ତି। ସେହିପରି ଯଦି କୌଣସି ମହିଳାଙ୍କ ସ୍ବାମୀଙ୍କର ଅକାଳ ମୃତ୍ୟୁ ହୁଏ ତେବେ ସେ ତାଙ୍କ ସ୍ବାମୀଙ୍କ ପରିବାରର ଅନ୍ୟ ପୁରୁଷ ସଦସ୍ୟଙ୍କୁ ବିବାହ କରିଥାନ୍ତି।

ଭାରତ ଓ ବାଲାଂଦେଶରେ ଏହି ଜନଜାତିର ପ୍ରାୟ ୨୦ ଲକ୍ଷ ଲୋକ ବସବାସ କରନ୍ତି। ମହିଳାଙ୍କ ସୁରକ୍ଷା ନେଇ ମଣ୍ଡି ଜନଜାତିରେ ଏପରି ଅଜବ ପରମ୍ପରା ଅତି ପ୍ରାଚୀନ କାଳରୁ ରହିଆସିଛି। ପୁରୁଷ ପ୍ରଧାନ ସମାଜରେ ନାରୀଙ୍କୁ ସୁରକ୍ଷା ଦେବା ପାଇଁ ମଣ୍ଡି ଜନଜାତିର ପରମ୍ପରା ଅନେକ ସମୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ତେବେ ଆଧୁନିକତାର ସ୍ପର୍ଶରେ ମଧ୍ୟ ଜନଜାତିର ପରମ୍ପରା ପ୍ରଭାବିତ ହୋଇପାରି ନାହିଁ। ଜନଜାତିର ସମାଜରେ ପିତା-ପୁତ୍ରୀଙ୍କ ବିବାହ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...