Viral

ଅନ୍ତର୍ବସ୍ତ୍ର ସଂଗ୍ରହ କରିବା ଯାହାର ନିଶା

  •  
  • 1
  •  
  •  
  •  
  •  
  •  
    1
    Share

ପ୍ରତ୍ୟେକ ମଣିଷଙ୍କ ଭିନ୍ନ ଭିନ୍ନ ରୁଚି ଥାଏ। ସେମାନଙ୍କ ମଧ୍ୟରୁ କେହି କେହି ନିଜର ଅଜବ ସଉକ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ସେମିତି ଜଣେ ଯୁବତୀ ହେଉଛନ୍ତି ଅଷ୍ଟ୍ରେଲିଆର ସିଡ୍‌ନୀରେ ବାସ କରୁୁଥିବା ଏଲି ହେଟ୍‌ଫୁଲ। ଗୋଟିଏ ବର୍ଷରେ ୨ ଲକ୍ଷ ଟଙ୍କାର ଅନ୍ତର୍ବସ୍ତ୍ର ସଂଗ୍ରହ କରି ଏଲି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୧୫୦ରୁ ଅଧିକ ଦାମୀ ବ୍ରାଣ୍ଡର ଅନ୍ତର୍ବସ୍ତ୍ର ରହିଛି। ମହିଳାଙ୍କ ଅନ୍ତର୍ବସ୍ତ୍ର ସଂଗ୍ରହ କରିବା ଏଲିଙ୍କ ପିଲାଦିନର ନିଶା। ନିଜ ସଉକ୍‌ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ପପୁଲାର୍‌ ଅଛନ୍ତି ଏଲି। ଏନେଇ ସେ କହନ୍ତି, ସଂଗୃହୀତ ଅନ୍ତର୍ବସ୍ତ୍ରକୁ  ବ୍ୟବହାର କରିବା ଏବେ ସମ୍ଭବ ହେଉ ନାହିଁ। ସେ ଚାକିରି କରୁଥିବା ଅଫିସରେ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଥିବାରୁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଡେସ୍‌ ପିନ୍ଧି ଯିବାକୁ ପଡୁଛି। ଫଳରେ ଏବେ କେବଳ ଏଲି ଅନ୍ତର୍ବସ୍ତ୍ର ସଂଗ୍ରହ କରି ସାଇତି ରଖିବା ସାର ହେଉଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...