Viral

ଭାଇରଲ ହେଉଛି ଆକାଶ ଅମ୍ବାନୀଙ୍କ ବାହାଘର କାର୍ଡ

  •  
  •  
  •  
  •  
  •  
  •  
  •  

ଦେଶର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବାହାଘର ପରେ ଏବେ ପୁଅ ଆକାଶ ଅମ୍ବାନୀଙ୍କ ବାହାଘଟ ପାଇଁ ପ୍ରସ୍ତୁତି ଜୋରସରରେ ଚାଲିଛି । ଏହି ଅବସରରେ ଆକାଶ ଅମ୍ବାନୀଙ୍କ ବାହାଘର କାର୍ଡ ଖୁବ୍ ଚର୍ଚ୍ଚାରେ ରହିଛି । ଏହି କାର୍ଡର ଥିବା କେତେକ ଥିମ୍ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ଆକାଶ ଜଣାଶୁଣା ବ୍ୟବସାୟୀ ରସେଳ ମେହତାଙ୍କ ଝିଅ ଶ୍ଲୋକା ମେହତାଙ୍କୁ ମାର୍ଚ୍ଚ ୯ ତାରିଖରେ ବିବାହ କରିବେ । କାର୍ଡରେ ଖାସ୍ କଥା ହେଲା ରାଧା-କୃଷ୍ଣଙ୍କ ଥିମ ଦ୍ୱାରା ତିଆରି ହୋଇଛି । କାର୍ଡରେ ରାଧା-କୃଷ୍ଣଙ୍କ ସହ ଗଣେଶଙ୍କ ଫଟୋ ଲାଗିଛି । କାର୍ଡ ଖୋଲିବା ମାତ୍ରେ ଭଜନ ଶୁଣିବାକୁ ମିଳୁଛି । ଏହା ଏକ ବାକ୍ସ ପରି ତିଆରି କରାଯାଇଛି । ଭିତରେ ବିବାହର ସମସ୍ତ କାର୍ଯ୍ୟସୂଚୀ ଭିନ୍ନ ଭିନ୍ନ ଢଙ୍ଗରେ ରହିଛି । କାର୍ଡ ମୂଲ୍ୟ ଦେଢଲକ୍ଷ ଟଙ୍କା ବୋଲି ଜଣାପଡିଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...