Viral

ଯେଉଁଠି କିଛି ସମୟ ପାଇଁ ପରପୁରୁଷଙ୍କ ନିକଟରେ ନିଜ ସ୍ତ୍ରୀକୁ ବିକନ୍ତି

  •  
  • 1
  •  
  •  
  •  
  •  
  •  
    1
    Share

ମଧ୍ୟପ୍ରଦେଶର ଶିବପୁରିରେ ‘ଧଡିଚା’ ନାମକ ଏକ ପ୍ରଥା ଏବେବି ପ୍ରଚଳିତ ଅଛି। ଏହି ପ୍ରଥା ଅନୁଯାୟୀ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଟଙ୍କା ବିନିମୟରେ ପର ପୁରୁଷଙ୍କୁ ବିକ୍ରି କରିଥାଆନ୍ତି। ୨୦ଟଙ୍କାରୁ ଆରମ୍ଭ ହୋଇଥାଏ ଏହି ଦେହର ସଉଦା। ଯିଏ ଯେତେଟଙ୍କା ଦେଇ ପାରିଲା ସେ ସେତେ ସମୟ ପର୍ଯ୍ୟନ୍ତ ପରନାରୀକୁ ଉପଭୋଗ କରିବାର ସମୟ ପାଇପାରିବ। ବିକ୍ରି ହେଉଥିବା ମହିଳାଙ୍କ ସ୍ବାମୀ ସହ କ୍ରୟ କରୁଥିବା ପୁରୁଷଙ୍କ ମଧ୍ୟରେ ଏକ ଚୁକ୍ତି ବା କଣ୍ଟ୍ରାକ୍ଟ ହୋଇଥାଏ। ଆଉ ସମୟ ସରିଗଲେ ମହିଳା ଜଣଙ୍କୁ ଆଉ ଜଣେ ପୁରୁଷଙ୍କୁ ବିକ୍ରି କରିଦିଆଯାଏ। ଏହାଦ୍ୱାରା ମହିଳାମାନେ ଶାରୀରିକ ଓ ମାନସିକ ସ୍ତରରେ ଶୋଷଣର ଶିକାର ହେଉଥିବା ବେଳେ ସରକାର କିନ୍ତୁ ଏହାକୁ ବନ୍ଦ କରିବାରେ ସକ୍ଷମ ହୋଇପାରୁ ନାହାଁନ୍ତି। ଅନେକ ଥର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଯିବା ସମୟରେ ଜନତାଙ୍କ ବିରୋଧ ମୁଣ୍ଡ ଟେକୁଛି। ତେଣୁ ଆଜିବି ମଧ୍ୟଦେଶରେ ଏହି ପ୍ରଥା ଚାଲି ଆସୁଥିବା ଲକ୍ଷ୍ୟ କରାଯାଏ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...