Viral

ଅଭିଯୁକ୍ତଙ୍କୁ ଛେପ ଚଟାଇଲେ ଥାନା ଅଧିକାରୀ

  •  
  • 1
  •  
  •  
  •  
  •  
  •  
    1
    Share

ପାଟନା: ବିହାର ବେଗୁସରାଇରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଭିଡ଼ ହିଂସା କବଳରୁ ଉଦ୍ଧାର କରିବା ପରିବର୍ତ୍ତେ ତାଙ୍କୁ ଛେପ ଚଟାଇବାକୁ ଦେଇଛନ୍ତି ତାଲିବାନୀ ଆଦେଶ। ସ୍ଥାନୀୟ ସମସ୍ତିପୁର ବିଥାନ ଥାନା ଅଞ୍ଚଳରେ ଥିବା ପଚରୁଖିର ଜଣେ କୋଚିଂ କ୍ଲାସ୍‌ ଚଳାଉଥିବା ଶିକ୍ଷକଙ୍କୁ ଏଭଳି ଦଣ୍ଡାଦେଶ କରିଛି ପୋଲିସ। ଶିକ୍ଷକ ରମେଶ କୁମାର ଯାଦବ ହସନପୁରଠାରେ ଏକ କୋଚିଂ କ୍ଲାସ୍‌ ଚଳାଉଥିଲେ। ତେବେ ଜନୈକ ଛାତ୍ରୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ସେ ଛାତ୍ରୀଙ୍କ ଘରକୁ ଆସିଥିଲେ। ତେବେ ଗାଁ ପଞ୍ଚାୟତ ସଦସ୍ୟ ରମେଶଙ୍କୁ ମାରଧର କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଢ଼ପୁରା ଥାନା ଅଧିକାରୀ ରମେଶଙ୍କୁ ଛେପ ଚାଟିବାକୁ କହିଥିଲେ। ସମଗ୍ର ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପେଲୋଡ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...