Home ସ୍ପେଶାଲ୍ ରିପୋର୍ଟ ପ୍ରତିବର୍ଷ ୭୨ କୋଟି ଅଣ୍ଡା ଫିଙ୍ଗୁଛନ୍ତି ବ୍ରିଟେନବାସୀ

ପ୍ରତିବର୍ଷ ୭୨ କୋଟି ଅଣ୍ଡା ଫିଙ୍ଗୁଛନ୍ତି ବ୍ରିଟେନବାସୀ

ଲୋକେ ଖାଇବା ପାଇଁ ଅଣ୍ଡା ପାଉ ନ ଥିବା ବେଳେ ବ୍ରିଟେନ୍‌ରେ କୋଟିକୋଟି ଅଣ୍ଡା ଫିଙ୍ଗା ଯାଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ବ୍ରିଟେନର ଲୋକମାନେ ପ୍ରତିବର୍ଷ ୭୨ କୋଟି ଅଣ୍ଡା ଫିଙ୍ଗି ଦେଉଛନ୍ତି। ୨୦୦୮ରେ ଯେତିକି ଅଣ୍ଡା ଫିଙ୍ଗିଥିଲେ ତା’ର ତିନିଗୁଣ ଅଣ୍ଡା ଚଳିତବର୍ଷ ଫିଙ୍ଗିଛନ୍ତି। ବିି୍ରିଟିଶ ଏଗ୍‌ ଇଣ୍ଡଷ୍ଟ୍ରି କାଉନ୍‌ସିଲ ରିପୋର୍ଟ ଅନୁଯାୟୀ, ଗତବର୍ଷ ଇଂଲଣ୍ଡରେ ୭.୨ ବିଲିୟନ ଅଣ୍ଡା ବିକ୍ରି ହୋଇଥିଲା। ଏହାର ଠିକ୍‌ ବର୍ଷକ ତଳେ ପ୍ରତିବର୍ଷ ୭୨ କୋଟି ଅଣ୍ଡା ଫିଙ୍ଗୁଛନ୍ତି ବ୍ରିଟେନର ଲୋକେ

ଲୋକେ ଖାଇବା ପାଇଁ ଅଣ୍ଡା ପାଉ ନ ଥିବା ବେଳେ ବ୍ରିଟେନ୍‌ରେ କୋଟିକୋଟି ଅଣ୍ଡା ଫିଙ୍ଗା ଯାଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ବ୍ରିଟେନର ଲୋକମାନେ ପ୍ରତିବର୍ଷ ୭୨ କୋଟି ଅଣ୍ଡା ଫିଙ୍ଗି ଦେଉଛନ୍ତି। ୨୦୦୮ରେ ଯେତିକି ଅଣ୍ଡା ଫିଙ୍ଗିଥିଲେ ତା’ର ତିନିଗୁଣ ଅଣ୍ଡା ଚଳିତବର୍ଷ ଫିଙ୍ଗିଛନ୍ତି।  ବ୍ରିଟିଶ ଏଗ୍‌ ଇଣ୍ଡଷ୍ଟ୍ରି କାଉନ୍‌ସିଲ ରିପୋର୍ଟ ଅନୁଯାୟୀ, ଗତବର୍ଷ ଇଂଲଣ୍ଡରେ ୭.୨ ବିଲିୟନ ଅଣ୍ଡା ବିକ୍ରି ହୋଇଥିଲା। ଏହାର ଠିକ୍‌ ବର୍ଷକ ତଳେ ବିିକ୍ରି ହୋଇଥିବା ଅଣ୍ଡାର ୪ ପ୍ରତିଶତ ଅଧିକ। ରିପୋର୍ଟ ଅନୁସାରେ ୨୯ ପ୍ରତିଶତ ଲୋକେ ଏହି ଅଣ୍ଡାକୁ ଫିଙ୍ଗି ଦେଇଛନ୍ତି। 

ଅଣ୍ଡା ଫିଙ୍ଗିବାର କାରଣ : ଏଠାକାର ଲୋକେ କୁହନ୍ତି, ଅଣ୍ଡାର ଏକ୍ସପାଏରୀ ଡେଟ୍‌ ଚାଲିଯାଉଛି। ତେଣୁ କିଛିଦିନ ପରେ ଅଣ୍ଡାକୁ ଫିଙ୍ଗି ଦେଇଥାନ୍ତି। ଫଳରେ ଅଣ୍ଡା ଖାଇବାରୁ ବଞ୍ଚିତ ହୋଇଥାନ୍ତି। ଦୀର୍ଘଦିନ ଧରି ଲୋକେ ଅଣ୍ଡା ଖାଉ ନ ଥିବାରୁ ବେଷ୍ଟ ବିଫୋର ୟୁଜ୍‌ ଡେଟ୍‌ ଚାଲିଯାଇଥାଏ। ଫଳରେ ଏହାକୁ ଫିଙ୍ଗି ଦେବାକୁ ଉଚିତ୍‌ ମନେ କରିଥାନ୍ତି ବ୍ରିଟେନର ଲୋକେ। 

ଫିଙ୍ଗିବା ପୂର୍ବରୁ ଅଣ୍ଡାର ଜଳ ପରୀକ୍ଷଣ ଜରୁରୀ : ବ୍ରିଟେନ୍‌ରେ ଯେଉଁ ଅଣ୍ଡା ଫିଙ୍ଗି ଦିଆଯାଇଛି ସେଥିରୁ ୨୩ ପ୍ରତିଶତ ଅଣ୍ଡା ଭଲ ଥିବା ଜଣାପଡ଼ିଛି। ତେବେ ଫିଙ୍ଗିବା ପୂର୍ବରୁ ଏହାକୁ ପରୀକ୍ଷା କରାଯିବା ଜରୁରୀ। କିନ୍ତୁ ବ୍ରିଟେନର ଲୋକମାନେ କେବଳ ଡେଟ୍‌ ଦେଖି ଫିଙ୍ଗି ଦେଉଥିବାରୁ ଆଗାମୀ ଦିନରେ ଅଣ୍ଡାର ଘୋର ସଂକଟ ଦେଖାଦେବ। ଲୋକେ ଅପପୁଷ୍ଟିର ଶିକାର ହେବେ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...