Viral

ଯେଉଁଠି ବିବାହରେ କନ୍ୟାବର କରନ୍ତି ଏପରି…

  •  
  • 3
  •  
  •  
  •  
  •  
  •  
    3
    Shares

ଛତିଶଗଡ଼ ଧୁରବା ଜନଜାତିରେ ବିବାହକୁ ନେଇ ରହିଛି ଏକ ଭିନ୍ନ ପରମ୍ପରା। ଏଠାରେ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନିଆ ଯାଇ ନ ଥାଏ। ଅଗ୍ନି ସ୍ଥାନରେ ରହିଥାଏ ପାଣି ଲୋଟା। ଏହି ପାଣିକୁ ସାକ୍ଷୀ ରଖି ବରକନ୍ୟା ସାତଫେରା ନେଇଥାନ୍ତି। ଏହି ଜନଜାତିର ଲୋକେ ବିଭିନ୍ନ ଉତ୍ସବରେ  ଗଛ ଏବଂ ପାଣିକୁ କରିଥାନ୍ତି ପୂଜା। ଏହି ଜନଜାତିରେ ସମ୍ପର୍କୀୟ ଭଉଣୀ ଭାଇଙ୍କ ମଧ୍ୟରେ ବି ବିବାହ ପ୍ରଥା ପ୍ରଚଳିତ। ତେବେ ବିବାହରେ ବାପା ମା’ଓ ପରିବାରର ଅନ୍ୟ ସଦସ୍ୟଙ୍କ ମତ ଲୋଡ଼ାଯାଏ ନାହିଁ। ବିବାହ ଝିଅ ପୁଅଙ୍କ ସହମତି ଉପରେ ହିଁ ନିର୍ଭର କରିଥାଏ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...