Viral

ଯେଉଁଠି କୁମାରୀ ମନାନ୍ତି ବାସର ରାତି

ଆମଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଅବିବାହିତ ଝିଅପୁଅ ମନାନ୍ତି ବାସର ରାତି। ତାହାପୁଣି ଗୁରୁଜନମାନଙ୍କ ଅନୁମତିରେ। ଛତିଶଗଡ଼ରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ଜଙ୍ଗଲ ମଧ୍ୟରେ ରୁହନ୍ତି ଗୋଣ୍ଡ ନାମକ ଏକ ଜନଜାତି। ଏହି ଜନଜାତିର ଝିଅପୁଅମାନେ ବିବାହ ପୂର୍ବରୁ ବାସର ରାତି ପାଳନ କରିଥାଆନ୍ତି। ତାହୁ ପୁଣି ଖୋଲାଖୋଲି ଭାବେ। ଏହା ସେମାନଙ୍କର ଏକ ପରମ୍ପରା। ଆଉ ‘ଘୋଟୁଲ’ ନାମରେ ଏହି ପରମ୍ପରା ଜଣାଶୁଣା। ଗୋଣ୍ଡ ଜନଜାତିର ସବୁ ଝିଅପୁଅ ଏହି ପରମ୍ପରାକୁ ପାଳନ କରିଥାଆନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଯେବେଠାରୁ ଏହି ପରମ୍ପରା ପାଳନ ହୋଇ ଆସୁଛି ସେବେଠାରୁ ଏଠାରେ ବଳାତ୍କାର ଭଳି କୌଣସି ଘଟଣା ଘଟିନାହିଁ।

Loading...

Join The Discussion

Loading...