Viral

ଯେଉଁଠି ଦ୍ୱିତୀୟ ବିବାହ ନକଲେ ଆଜୀବନ ଜେଲ୍ ଯିବାକୁ ପଡେ

  •  
  • 1
  •  
  •  
  •  
  •  
  •  
    1
    Share

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ଆଇନ୍‌ ପୁରୁଷଙ୍କ ବିବାହକୁ ଅନୁମତି ଦେଇଥାଏ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଷମାନେ ଗୋଟିଏ ବିବାହ କରିବା ଏଠାକାର ଆଇନ ଅନୁସାରେ ଅପରାଧ । ସେଥିପାଇଁ ଇଚ୍ଛା ନ ଥିଲେ ମଧ୍ୟ ପୁରୁଷମାନଙ୍କୁ ଏକରୁ ଅଧିକ ବିବାହ କରିବାକୁ ପଡିଥାଏ। ଦେଶର ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ପତ୍ନୀ ଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ତେବେ ଉଭୟଙ୍କୁ ଜେଲ୍‌ ଦଣ୍ଡାଦେଶ କରାଯାଏ। ଅପରପକ୍ଷରେ ଯଦି କୌଣସି ପୁରୁଷ ଏଥିପାଇଁ ଅନିଚ୍ଛା ପ୍ରକାଶ କରନ୍ତି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...