Viral

ବିବାହ ପରେ ନବବଧୂ ମାସେକାଳ କରନ୍ତି ଏପରି..

  •  
  • 10
  •  
  •  
  •  
  •  
  •  
    10
    Shares

ବିବାହକୁ ନେଇ ଚାଇନାର ସିଚୁଆନ୍‌ ପ୍ରଦେଶରେ ରହିଛି ଏକ ଭିନ୍ନ ପରମ୍ପରା । ଏଠାରେ ବିବାହପରେ ନବବଧୂକୁ ଏକମାସ ପର୍ଯ୍ୟନ୍ତ ପ୍ରତି ରାତିରେ ଅଧଘଣ୍ଟା ଲେଖାଏଁ କାନ୍ଦିବାକୁ ପଡିଥାଏ। ଉକ୍ତ ଅଞ୍ଚଳର ଅଧିବାସୀଙ୍କୁ କହିବା ଅନୁଯାୟୀ ଏହାଦ୍ୱାରା ନବବଧୂ ବାପଘର ଛାଡିବାର ଦୁଃଖକୁ ଭୁଲିଯାଇଥାଏ। ଫଳରେ ନୂଆଘରକୁ ଆପଣାଇବା ତା ପକ୍ଷରେ ସହଜ ହୁଏ। ଏହି ପରମ୍ପରାକୁ କୁହାଯାଏ ଜିଓଟାଙ୍ଗ । ପ୍ରଥା ଅନୁଯାୟୀ ନବବଧୂ ବିବାହର ଏକମାସ ପର୍ଯ୍ୟନ୍ତ କାନ୍ଦିଥାଏ। ନବବଧୂ ସହ ପ୍ରଥମ ୧୦ଦିନ ତାଙ୍କ ମା’, ଦ୍ୱିତୀୟ ୧୦ ଦିନ ତାଙ୍କ ବୁଢି ମା’ଏବଂ ଶେଷ ୧୦ଦିନ ପରିବାରର ସମସ୍ତ ମହିଳା ମିଶି କାନ୍ଦିଥାନ୍ତି। ବିବାହ ପୂର୍ବରେ ଏଠାରେ ପରିବାରରେ ଝିଅମାନଙ୍କୁ ଦୀର୍ଘ ସମୟ ଧରି କାନ୍ଦିବା ଅଭ୍ୟାସ କରିବାକୁ କୁହାଯାଇଥାଏ।

  •  
    10
    Shares
  •  
  • 10
  •  
  •  
  •  
  •  
Loading...

Join The Discussion

Loading...