Viral

ଏହି ଅଫିସରେ କର୍ମଚାରୀଙ୍କୁ ବାଥରୁମ୍‌ ଯିବା ମନା..

  •  
  • 7
  •  
  •  
  •  
  •  
  •  
    7
    Shares

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବାଥରୁମ୍‌ ଯିବାକୁ କରାଯାଇଥାଏ ବାରଣ। ବାରମ୍ବାର ବାଥରୁମ୍‌ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ କମ୍ପାନୀରେ ଏଭଳି ନିୟମ ପ୍ରଣୟନ କରାଯାଇଛି। କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ହଗିସ୍‌ ଏବଂ ନ୍ୟାପକିନ୍‌ ପିନ୍ଧିବା ପାଇଁ କୁହାଯାଉଛି। ସ୍ଥାନୀୟ ଏକ ଚିକେନ୍‌ ପ୍ରୋସେସିଂ କମ୍ପାନୀରେ କର୍ମଚାରୀଙ୍କ କାର୍ଯ୍ୟ କ୍ଷମତା ବଢ଼ାଇବା ଲାଗି ସେମାନଙ୍କୁ ବାଥରୁମ୍‌ ଯିବାକୁ ମନା କରାଯାଇଥାଏ। ଏହି ଅଫିସରେ କମ୍ପାନୀ ପକ୍ଷରୁ  କୌଣସି ବାଥରୁମ୍‌  ନିର୍ମାଣ ମଧ୍ୟ କରାଯାଇ ନାହିଁ। କର୍ମଚାରୀ ହଗିସ୍‌ ପିନ୍ଧି କାର୍ଯ୍ୟ କରିଥାନ୍ତି।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...