Home Uncategorized ବିନା ଟ୍ରେନ ଟିକେଟ୍ ପାଇଁ ଟିଟି ଆପଣଙ୍କୁ ଧରିଛନ୍ତି କି? ଦୌଡନ୍ତୁ ନାହିଁ! କରନ୍ତୁ ଏମିତି...

ବିନା ଟ୍ରେନ ଟିକେଟ୍ ପାଇଁ ଟିଟି ଆପଣଙ୍କୁ ଧରିଛନ୍ତି କି? ଦୌଡନ୍ତୁ ନାହିଁ! କରନ୍ତୁ ଏମିତି କିଛି

ଭାରତରେ ଅନେକ ଲୋକ ବିନା ଟିକେଟରେ ଯାତ୍ରା କରିବା ନିୟମିତ ଅଭ୍ୟାସ କହିଲେ ଚାଲିବ । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ସମୟ ଅଭାବରୁ କିମ୍ବା କାର୍ୟ୍ୟବ୍ୟସ୍ତତା ହେତୁ ଟିକେଟ୍ କରି ପାରନ୍ତି ନାହିଁ । ସେଥିପାଇଁ ଯେତେବେଳେ ସେମାନେ ଟିଟି (ଟିକେଟ ଚେକ୍ କରୁଥିବା ବ୍ୟକ୍ତି)କୁ ଦେଖନ୍ତି, ମନରେ ଡର ଆସିଯାଇଥାଏ । ଅନେକ ଲୋକ ମଧ୍ୟ ଟିଟିକୁ ଦେଖି ଦୌଡିବାକୁ ଲାଗନ୍ତି।

ଆଜି ଜାଣିବା କିଛି ସମାଜିକ ଅଧିକାର ଓ ରେଳ ନିୟମ ଯାହାର ଫାଇଦା ଉଠାଇ ଯାତ୍ରୀ ନଡରି ଟିଟିଙ୍କ ସହିତ କଥା ହେଇ ପାରିବେ । ଏହା ସହିତ ମଧ୍ୟ ଜୋରିମାନ ମଧ୍ୟ ଦେବାକୁ ପଡ଼ିବନି।

ଯଦି ଆପଣ ଟିକେଟ କରି ନାହାନ୍ତି ତେବେ ନଡରି ଟିଟିଆଇଙ୍କ ସହ କଥା ହୁଅନ୍ତୁ । କାରଣ ଆପଣଙ୍କ ତରଫରୁ କଥା ହେଲେ ରୋଜିମାନ ଦେବାକୁ ପଡିବ ନାହିଁ। ଟିଟିଆଇଙ୍କ ସହ କଥା ହେଇ ନିଜ ଅସୁବିଧା ଜଣାଇ ପାରିବେ। ଯଦି ଆପଣ ଟିକେଟ ଚେକିଂ ସମୟରେ ଧରା ପଡ଼ୁଛନ୍ତି, ଏଥିପାଇଁ ନିର୍ଦ୍ଧାରିତ ଜରିମାନା ଦେବାକୁ ପଡ଼ିବ ।

ସବୁ ଟିଟିଆଇଙ୍କ ପାଖରେ ହ୍ୟାଣ୍ଡ ହୋଲ୍ଡ ମେସିନ୍ ରହିଛି, ଯେଉଁ ମେସିନ୍ ସାହାଯ୍ୟରେ ସେ ଟିକେଟ କରିପାରିବେ । ଏହି ମେସିନକୁ ମଧ୍ୟ ରେଲୱେ ରିଜର୍ଭେସନ୍ ସିଷ୍ଟମ୍ ସହ ଯୋଡ଼ା ଯାଇଛି । ଏହି ସୁବିଧା କେବଳ ସୁପରଫାଷ୍ଟ ଟ୍ରେନ୍ ମାନଙ୍କରେ ଆରମ୍ବ ହୋଇଛି ।

ଯଦି ଟିଟିଆଇଙ୍କ ପାଖରେ ହ୍ୟାଣ୍ଡ ହୋଲ୍ଡ ମେସିନ୍ ନାହିଁ ତେବେ ସେ ରସିଦ ଲେଖି ଟିକେଟ ମଧ୍ୟ ଦେଇପାରିବେ। ଯଦି ବିନା ଟିକେଟ ଟିଟି ଆପଣଙ୍କୁ ଧରୁଛି ତେବେ ଡ଼ରନ୍ତୁ ନାହିଁ କି ଦୌଡ଼ନ୍ତୁ ନାହିଁ । କାରଣ ଟିକେଟ ବାବଦକୁ କେବଳ ମାତ୍ର ୧୦ଟଙ୍କା ଅଧିକା ଦେଇ ଟିଟିଙ୍କ ଠାରୁ ସେହି ଯାତ୍ରା ପାଇଁ ଟିକେଟ ପାଇପାରିବେ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...