Uncategorized

ପ୍ରାର୍ଥନା କରିବା ଦ୍ୱାରା ଲାଭ କ’ଣ ହୋଇଥାଏ ?

ହୃଦୟ ମଧ୍ୟରୁ ବାହାରୁଥିବା ଭାବନାକୁ ପ୍ରାର୍ଥନା ରୂପରେ ଈଶ୍ୱରଙ୍କ ସମ୍ମୁଖରେ ପ୍ରକଟ କରାଯାଏ । ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କୁ ପ୍ରଶଂସା କରାଯାଏ । ବିଶ୍ୱରେ ଅନେକ ଧର୍ମକୁ ମାନିବାବାଲା ଲୋକ ଅଛନ୍ତି ଏବଂ ତାଙ୍କର ନିଜର ଅଲଗା ଅଲଗା ଭାଷା ମଧ୍ୟ ଅଛି । କିନ୍ତୁ ସମସ୍ତ ଲୋକ ପ୍ରାର୍ଥନା ମାଧ୍ୟମରେ ପରମାତ୍ମାଙ୍କ କୃପା ପ୍ରାପ୍ତ ହୋଇଥାଆନ୍ତି । ଭଗବାନ ନିଜର ଭକ୍ତର ପ୍ରାର୍ଥନା ସ୍ୱୀକାର କରି ତାଙ୍କୁ ମନବାଞ୍ଛିତ ବରଦାନ ମଧ୍ୟ ଦେଇଥାଆନ୍ତି । କେତେଥର ମଧ୍ୟ ଏପରି ଚମକ୍ରାର ମଧ୍ୟ ହୋଇଥାଏ ଯେ, ଯାହାକୁ ଡାକ୍ତର ଭଲକରି ପାରିବେ ନାହିଁ ବୋଲି କହିଦିଅନ୍ତି କିନ୍ତୁ କୌଣସି ଦୈବୀ ଶକ୍ତି ପ୍ରଭାବରେ ସେହି ବ୍ୟକ୍ତି ବଞ୍ଚିଯାଏ । ଏହିପରି ଅନେକ ଦୃଷ୍ଟାନ୍ତ ମିଳିଥାଏ । ଏହା ସତ୍ୟ ଅଟେକି ସ୍ୱଚ୍ଛ ମନରେ ପ୍ରାର୍ଥନା ଦ୍ୱାରା ମନୁଷ୍ୟର କଲ୍ୟାଣ ନିଶ୍ଚିତ ରୂପେ ହୋଇଥାଏ ।

Loading...

Join The Discussion

Loading...