Home Uncategorized ଆଙ୍ଗୁଠି କହିବ ବ୍ୟକ୍ତିର ସ୍ୱଭାବ

ଆଙ୍ଗୁଠି କହିବ ବ୍ୟକ୍ତିର ସ୍ୱଭାବ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆଙ୍ଗୁଠିର ଆକାର ଭିନ୍ନ ଭିନ୍ନ ହୋଇଥାଏ ଓ ଏହାଦ୍ୱାରା ବ୍ୟକ୍ତି ବିଷୟରେ ଅନେକ କଥା ହୋଇଥାଏ। ଆଙ୍ଗୁଠିର ଆକାର ସହ ତା ଉପରେ ରହିଥିବା ଅନେକ ଦାଗରୁ ବ୍ୟକ୍ତିର ପ୍ରକୃତି,ଅଭ୍ୟାସ ଓ ଇଚ୍ଛା ବିଷୟରେ ଜାଣି ହୋଇଥାଏ। ଆଙ୍ଗୁଠିରେ କଳାଜାଇ ମଧ୍ୟ ଅନେକ ତଥ୍ୟ ଦେଇଥାଏ। ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଜରୁରୀ ଅଟେ। ଆସନ୍ତୁ ଜାଣିବା ବ୍ୟକ୍ତିର ଆଙ୍ଗୁଠିରୁ ତାର ସ୍ୱଭାବ କିପରି..
ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ଆଙ୍ଗୁଠିର ଉପର ଭାଗ ମୋଟାଳିଆ ହୋଇଥାଏ ସେମାନେ ଅଧିକ ଚାଲାକ ଓ ଜିଦି ପ୍ରକୃତିର ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କ ନିକଟରେ ଭାବନା ଶକ୍ତି କମ ରହିଥାଏ। ଏହି ଲୋକମାନେ ନିଜ ଲାଭ ପାଇଁ ଅନ୍ୟର ସାହାଯ୍ୟ ନେଇଥାନ୍ତି ଓ ତାଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରଖିଥାନ୍ତି। ନିଜ କାମ ହାସଲ ହୋଇଗଲା ପରେ ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥାନ୍ତି। ଏପରି ବ୍ୟକ୍ତିଙ୍କର ଆଙ୍ଗୁଠିର ଦୁଇ ଭାଗ ସାମାନ୍ୟ ପତଳା ହୋଇଥାଏ।
ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ଆଙ୍ଗୁଠି ମଝିରେ କଳାଜାଈ ରହିଥାଏ ସେମାନେ ବାସ୍ତବବାଦୀ ହୋଇଥାନ୍ତି। ଏମାନେ ଲୋକମାନଙ୍କ ଭାବନାକୁ ଠିକ ରୂପେ ବୁଝି ପାରନ୍ତି ନାହିଁ। ଅନେକ ମାମଲାକୁ ଏପରି ବ୍ୟକ୍ତିମାନେ ବୁଦ୍ଧି ଓ କୂଟନୀତି ଦ୍ୱାରା ଜିତିବାକୁ ପ୍ରୟାସ କରିଥାନ୍ତି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...