Home Uncategorized ଆମାଜନ୍‌ରେ ବିକ୍ରି ହେବ ଗୋମୟ ସାବୁନ୍‌, ମୋଦି ଓ ଯୋଗୀ କୁର୍ତ୍ତା

ଆମାଜନ୍‌ରେ ବିକ୍ରି ହେବ ଗୋମୟ ସାବୁନ୍‌, ମୋଦି ଓ ଯୋଗୀ କୁର୍ତ୍ତା

ଆଗ୍ରା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥୀତ ଏକ ଫାର୍ମାସି ଗୋ-ପୋଷକ ମିଶ୍ରିତ କେତେଗୁଡ଼ିଏ ପ୍ରାକୃତିକ ପ୍ରସାଧନ ସମାଗ୍ରୀ ଏବଂ ଔଷଧ ପ୍ରସ୍ତୁତି କରି ଆମାଜନ୍‌ରେ ଉପଲବ୍ଧି କରାଇ।। ଏହା ଛଡ଼ା ମିଳିବ ମୋଦି ଏବଂ ଯୋଗୀ କୁର୍ତ୍ତା।

ମଥୁରାରେ ଆର୍‌ଏସ୍‌ଏସ୍‌ ପରିଚାଳିତ ଦୀନ ଦୟାଲ ଧାମ ପ୍ରାରମ୍ଭିକ ଭାବେ ହଜମକାରକ କାମଧେନୁ ଅର୍କ ଭଳି ୩୦ଟି ବ୍ୟକ୍ତିଗତ ତତ୍ତ୍ୱ ଏବଂ ଔଷଧୀୟ ଉତ୍ପାଦନ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇବ। ଏହାର ଟେଲରିଙ୍ଗ୍‌ ୟୁନିଟ୍‌ ୧୦ ପ୍ରକାରର ପୋଷାକ ବିକ୍ରି କରିବ। ଆର୍‌ଏସ୍‌ଏସ୍‌ର ମୁଖପାତ୍ର ଅରୁଣ କୁମାର କହିଲେ, ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ହେଉଛି ଏହି ସବୁ ଉତ୍ପାଦକୁ ଅନ୍‌ଲାଇନ୍‌ରେ ବିକ୍ରୟ କରିବା। ଯଦି ଅନ୍‌ଲାଇନ୍‌ରେ ବିକ୍ରି ବଢ଼େ ତାହଲେ ଉତ୍ପାଦନ ଏବଂ କର୍ମସଂସ୍ଥାନ ବଢ଼ିବ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...