Home Uncategorized ଆଦର୍ଶ ଜୀବନସାଥୀ ହେବା ପାଇଁ.....

ଆଦର୍ଶ ଜୀବନସାଥୀ ହେବା ପାଇଁ…..

ବିବାହ କେବଳ ଦୁଇଟି ଶରୀର ନୁହେଁ, ଦୁଇ ଆତ୍ମାର ମଧ୍ୟ ମିଳନ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଇ କେତେ ଖୁସୀ। ତାହା ପରଖିବା ଆପଣଙ୍କ ଦାୟିତ୍ୱ। ତେଣୁ ନିଜକୁ ଜଣେ ଆଇଡିଆଲ୍‌ ବା ଆଦର୍ଶ ଜୀବନସାଥୀ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଦାୟିତ୍ୱ ସଂପୂର୍ଣ୍ଣ କରିବା ଲାଗି ପ୍ରୟାସ କରନ୍ତୁ। ଉଭୟ ନିଜ ଜୀବନସାଥୀ ଉପରେ ବିଶ୍ୱାସ ରଖିବା ଦରକାର। ତେଣୁ ଏହି ବିଶ୍ୱାସ ସବୁବେଳେ ବଜାୟ ରଖିବାର ଚେଷ୍ଟା କରନ୍ତୁ। କୌଣସି କାରଣରୁ ଦାମ୍ପତ୍ୟ ଜୀବନରେ ଅବିଶ୍ୱାସ ଘର କରିବା ଆରମ୍ଭ କରେ, ତେବେ ଯଥା ଶୀଘ୍ର ଏହା ଦୂର କରନ୍ତୁ। ସବୁ ସ୍ବାମୀ ସ୍ତ୍ରୀମାନଙ୍କଠାରୁ ସମ୍ମାନ ଆଶା କରନ୍ତି। ତେବେ ପ୍ରତିଦାନରେ ସ୍ତ୍ରୀମାନେ ମଧ୍ୟ ସ୍ବାମୀଙ୍କଠାରୁ ସମ୍ମାନ ପାଇବାର ଅଧିକାରୀ। ଏକଥା ସ୍ବାମୀମାନେ ଭୁଲିବା ଅନୁଚିତ। ଏହି ସମ୍ମାନ ପରସ୍ପର ମଧ୍ୟରେ ଭଲପାଇବା ବୃଦ୍ଧି କରିଥାଏ। ପତ୍ନୀଙ୍କୁ କୁହାଯାଏ ଜୀବନ ସଙ୍ଗନୀ। କାରଣ ସେ ପ୍ରତିଟି ପରିସ୍ଥିତିରେ ସ୍ବାମୀର ସହଯୋଗ କରିଥାନ୍ତି। ଏହା ବଦଳରେ ସେ ସବୁବେଳେ ସ୍ବାମୀର ସମର୍ଥନ ଆଶା କରିଥାଏ। ତେଣୁ ଜୀବନର ଯେ କୌଣସି ମୂହୁର୍ତ୍ତ ହେଉ ଅବା ବୟସ ସବୁବେଳେ ଆବଶ୍ୟକସ୍ଥଳେ ସ୍ତ୍ରୀଙ୍କୁ ସମର୍ଥନ କରିବା ସ୍ବାମୀଙ୍କର ଦାୟିତ୍ୱ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...