Uncategorized

ରଜସ୍ୱାଳା ସ୍ତ୍ରୀକୁ ଅଛୁଆଁ କହନ୍ତି କାହିଁକି ?

ଅଛୁଆଁ ବା ଅସ୍ପୃଶ୍ୟର ଅର୍ଥ ହେଉଛି ଯିଏ ଛୁଆଁ ଯୋଗୁଁ ନୁହେଁ । ରଜସ୍ୱାଳାସ୍ତ୍ରୀର ହାତଛୁଆଁ ଜଳକୁ ମଧ୍ୟ ଲୋକେ ଅପବିତ୍ର ମନ କରନ୍ତି । ତାଙ୍କର ଏହି ସ୍ଥିତି ଚାରିଦିନ ପର୍ଯ୍ୟନ୍ତ ରହିଥାଏ । ରଜସ୍ୱାଳା ସ୍ତ୍ରୀ ଛୁଇଁ ଦେଲେ ଦୁଧ ମଧ୍ୟ ଖରାପ ହୋଇଯାଇଥାଏ, ଜଳ ମଧ୍ୟ ସଂକ୍ରାମକ ହୋଇଯାଏ । “ରଜ’ ଦୁର୍ଗନ୍ଧ ଯୁକ୍ତ ହୋଇଥାଏ ଯେଉଁଥିରେ ସ୍ୱଚ୍ଛ ବସ୍ତୁ ସଂକ୍ରମିତ ହୋଇଯାଇଥାଏ । ରଜସ୍ୱାଳା ସ୍ତ୍ରୀକୁ ଛୁଇଁଲେ ଅଶୁଭ, ରଜସ୍ୱାଳା ସ୍ତ୍ରୀ ସବୁଜ ତୁଳସୀ ଗଛକୁ ଛୁଇଁଲେ ମଉଳିଯାଏ । ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ରଜସ୍ୱାଳା ସ୍ତ୍ରୀକୁ ଅସ୍ପୃଶ୍ୟ ବୋଲି ଗଣ୍ୟ କରାଯାଏ ।

Loading...

Join The Discussion

Loading...