Uncategorized

ବେଦୀରେ ବସିବେ ପରିଣିତି !

ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିଁ। ସେ ତାଙ୍କ ପୁରୁଷ ବନ୍ଧୁ ଚରିତ ଦେଶାଇଙ୍କ ହାତ ଧରିବେ ବୋଲି କୁହାଯାଉଛି। ଏହାକୁ ନେଇ ପରିଣିତିଙ୍କ ପକ୍ଷରୁ ସେମିତି କିଛି ସୂଚନା ଦିଆଯାଇ ନାହିଁ। ୨୦୧୬ରେ ପରିଣିତିଙ୍କର ଚରିତଙ୍କ ସହ ଦେଖା ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଛି। ଏବେ ଆଲୋଚନା ହେଉଛି ପ୍ରିୟଙ୍କାଙ୍କ ପରେ ଏବେ ବୋଧହୁଏ ପରିଣିତି ବେଦୀରେ ବସିବେ।

Loading...

Join The Discussion

Loading...