Home Uncategorized ନିଜ ସଂପର୍କରେ କ'ଣ କହିଲେ ପରିଣିତ ଜାଣନ୍ତୁ

ନିଜ ସଂପର୍କରେ କ’ଣ କହିଲେ ପରିଣିତ ଜାଣନ୍ତୁ

୬ବର୍ଷ ପୂର୍ବରୁ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ ପରୀଣିତି ଚୋପ୍ରା । ଫିଲ୍ମ ଲେଡ଼ିଜ୍‌ ଭର୍ସେସ୍‌ ରିକି ବହଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ରଣବୀର ସିଂ । ଏହି ୬ବର୍ଷ ମଧ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ବେଳେ ଏବେ ସେ ତାଙ୍କର ୬ବର୍ଷର ଅଭିଜ୍ଞତା ସମସ୍ତଙ୍କୁ ଜଣାଇଥିବା ଦେଖା ଯାଇଛି । ଏକ ସାକ୍ଷାତକାରରେ ୬ ବର୍ଷ ମଧ୍ୟରେ ସେ ସାମ୍ନା କରିଥିବା ପରିସ୍ଥିତି ବିଷୟରେ ଜଣାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ କହିବା ଅନୁଯାୟୀ, କଳାକାରମାନଙ୍କର କାମ ଭାବପ୍ରବଣ ଭରା ହୋଇଥାଏ । ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଯେତେ ବି ଝଡ଼ ଉଠୁଥାଉ ନା କାହିଁକି କ୍ୟାମେରା ଆଗରେ ସେ ସବୁ ଭୁଲି ସ୍କ୍ରିପ୍ଟ ଅନୁସାରେ କାମ କରିବାକୁ ପଡ଼ିଥାଏ । ବେଳେ ବେଳେ ମୋତେ ଖୁସିରେ ନାଚିବାର ଇଚ୍ଛା ହେଉଥଲେ ସୁଦ୍ଧା ଫିଲ୍ମର କାହାଣୀ ପାଇଁ ମୋତେ କାନ୍ଦିବାକୁ ପଡ଼ିଥାଏ । ପେଟରେ ଯନ୍ତ୍ରଣା ହେଉଥିଲେ ମଧ୍ୟ କ୍ୟାମେରା ଆଗରେ ସ୍କ୍ରିପ୍ଟ ଅନୁଯାୟୀ କାମ କରିବାକୁ ପଡ଼ିଥାଏ । ସମସ୍ତେ କଳାକାରମାନଙ୍କ ଚକମକ ଦୁନିଆକୁ ଦେଖନ୍ତି । କିନ୍ତୁ ସେ ନେଇ କେତେ କଷ୍ଟ କରିବାକୁ ପଡ଼ିଥାଏ ତା’ହା କେହି ଜାଣନ୍ତି ନାହିଁ ବୋଲି ପରୀଣିତି ଜଣାଇଥିଲେ । ସୂଚନା ମୁତାବକ, ଅକ୍ଟୋବର ୧୯ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ନମସ୍ତେ ଇଂଲଣ୍ଡ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରା ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...