Home Uncategorized "ବାଗୀ-୩' ଅଫରକୁ ମନା କଲେ ସାରା, କାହିଁକି ଜାଣନ୍ତୁ

“ବାଗୀ-୩’ ଅଫରକୁ ମନା କଲେ ସାରା, କାହିଁକି ଜାଣନ୍ତୁ

ଥମେ ‘କେଦାରନାଥ’ ଓ ପରେ ‘ସିମ୍ବା’ର ସଫଳତା ପରେ ସୈଫଙ୍କ ଲଳନା ସାରା ଅଲ୍ଲୀ ଖାନ୍‌ଙ୍କ ନିକଟରେ ଫିଲ୍ମ ନିର୍ମାତାଙ୍କ ଲମ୍ବା ଲାଇନ୍‌। ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତେ ଇଚ୍ଛୁକ। ଏସବୁ ମଧ୍ୟରେ ନିକଟରେ ସାରାଙ୍କୁ ‘ବାଗି-୩’ରେ ଅଭିନୟ କରିବା ଲାଗି ଆପ୍ରୋଚ୍‌ କରାଯାଇଥିଲ। ମାତ୍ର ସେ ଏହାକୁ ମନା କରିଛନ୍ତି। ଏହା ପଛର କାରଣଟି ହେଲା ଫିଲ୍ମରେ ତାଙ୍କର ରୋଲ୍‌। ଯାହାକି ବଡ଼ ନ ଥିଲା। ସେ କିଛି ସମୟ ପାଇଁ ସ୍କ୍ରିନ୍‌ରେ ନଜର ଆସିଥାନ୍ତେ। ମାତ୍ର ଏହା ସାରାଙ୍କୁ ପସନ୍ଦ ଆସି ନ ଥିବାରୁ ସେ ଫିଲ୍ମରେ କାମ କରିବାକୁ ସିଧାସିଧା ମନା କରିଦେଇଛନ୍ତି।  ପ୍ରକାଶ ଥାଉ କି, ପୂର୍ବରୁ ବାଗି ଓ ବାଗି-୨ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଉଭୟରେ ଟାଇଗରଙ୍କ ସହ ଯଥାକ୍ରମେ ଶ୍ରଦ୍ଧା କପୁର ଓ ଦିଶା ପଟାନୀ ଅଭିନୟ କରିଥିଲେ। ଏହାକୁ ଦର୍ଶକ ଭରପୂର ଭଲପାଇବା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ନିର୍ମାତା ଏହାର ତୃତୀୟ ସିକୁଏଲ ଆଣିବାକୁ ଯୋଜନା କରିଛନ୍ତି। ନିକଟରେ ବାଗି-୩ର ପୋଷ୍ଟର ରିଲିଜ କରାଯାଇଛି। ଏହା ୨୦୨୦ ମାର୍ଚ୍ଚ ୬ରେ ରିଲିଜ ହେବ। ଏହାକୁ ଅହମ୍ମଦ ଖାନ୍‌ ନିର୍ଦ୍ଦେଶନା ଦେବେ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...