Home ରାଜ୍ୟ ଚଳିତ ବର୍ଷ ବିନା ଦର୍ଶକରେ ହେବ ରାବଣ ପୋଡି ; ୟୁଟ୍ୟୁବ୍ ଓ ଫେସବୁକ୍ ମାଧ୍ୟମରେ...

ଚଳିତ ବର୍ଷ ବିନା ଦର୍ଶକରେ ହେବ ରାବଣ ପୋଡି ; ୟୁଟ୍ୟୁବ୍ ଓ ଫେସବୁକ୍ ମାଧ୍ୟମରେ ସିଧାପ୍ରସାରଣ

ମେଟ୍ରୋ ଟିଭି ବ୍ୟୁରୋ : ଏଥର ଫିକା ପଡିବ ଦୁର୍ଗାପୁଜା । ମହାମାରୀ କରୋନା ଯୋଗୁଁ ବଦଳି ଯାଇଛି ପରମ୍ପରା । କଟକରେ ରାବଣ ପୋଡି ନୂଆ ଢଙ୍ଗରେ ହେବ । ପ୍ରଶାସନର ଅନୁମତି ଯୋଗେ ଆୟୋଜନ ହେବ ରାବଣ ପୋଡି । ସେହିପରି ବିନା ଦର୍ଶକରେ ହେବ ଏହି କାର୍ଯ୍ୟକ୍ରମ । ସମସ୍ତ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଅନଲାଇନ୍ ମାଧ୍ୟମରେ ଦେଖିବେ ବୋଲି ବ୍ୟବସ୍ଥା କରାଯାଇଛି । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ନାମରେ ଏକ ପେଜ୍ ଖୋଲାଯାଇଛି ଯାହା ଫଳରେ ଫେସବୁକ୍ ପେଜ୍ ଓ ୟୁଟ୍ୟୁବ୍ ପେଜରେ ସିଧାସଳଖ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ନେଇ ସୂଚନା ଦିଆଯାଇଛି । ଏଥର ଆଡମ୍ବର ଆକାରରେ ପାଳନ ହୋଇପାରିବ ନାହିଁ । ପୁର୍ବ ବର୍ଷ ବାଲିଯାତ୍ରା ପଡିଆରେ ଏହି କାର୍ଯ୍ୟକ୍ରମ ହୁଏ । ହାଜାର ହଜାର ଦର୍ଶକଙ୍କ ଭିଡ ହୋଇଥାଏ । ହେଲେ କରୋନା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ସଂନ୍ଧ୍ୟା ୮ଟାରୁ ୯ଟା ଯାଏଁ କାର୍ଯ୍ୟକ୍ରମ ଚାଲିବ । ସେହିପରି ପୂର୍ବ ବର୍ଷ ତୁଳନାରେ ଏଥର ଖର୍ଚ୍ଚକୁ ମଧ୍ୟ ଅନେକ ମାତ୍ରାରେ ହ୍ରାସ କରାଯାଇଛି । ତେବେ ଯେଉଁଠାରେ ୫ ଲକ୍ଷ ଖର୍ଚ୍ଚ ହେଉଥିଲା ସେଠାରେ ୫୦ ହଜାର ଟଙ୍କା ରେ ପରମ୍ପରା ରକ୍ଷା କରିବାକୁ ଏହି ପ୍ରୟାସ କରାଯାଇଥିବା ନେଇ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...