State

୭ ଜିଲ୍ଲାକୁ ବଜ୍ରପାତ ଆଶଙ୍କା

  •  
  • 1
  •  
  •  
  •  
  •  
  •  
    1
    Share
ଭୁବନେଶ୍ୱର:ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ସାତୋଟି ଜିଲ୍ଲାକୁ ବଜ୍ରପାତ ନେଇ ଆଂଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜି ଅପରାହ୍ନ ୧.୧୫ ମଧ୍ୟରେ ଘଡଘଡି ଓ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । ତେଣୁ ବରଗଡ, ମାଲକାନଗିରି, ଖୋର୍ଧାାଣ, ଗଂଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାକୁ ସତର୍କତା ସୂଚନା ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...