Home ରାଜ୍ୟ ସରିଲା ଯୁକ୍ତ ତିନିର ପ୍ରଥମ ପର୍ଯ୍ୟାୟର ନାମଲେଖା

ସରିଲା ଯୁକ୍ତ ତିନିର ପ୍ରଥମ ପର୍ଯ୍ୟାୟର ନାମଲେଖା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ତିନିର ପ୍ରଥମ ପର୍ଯ୍ୟାୟର ନାମଲେଖା ସରିଛି । ପ୍ରଥମ କଟ୍ ଅଫ୍ ମାର୍କରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି । ସେହିପରି ଆସନ୍ତା ୨୨ ତାରିଖରେ ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟର କଟଅଫ୍ ମାର୍କ ପ୍ରକାଶ ପାଇବ । ୨୨ ଓ ୨୯ ତାରିଖରେ ସନ୍ଧ୍ୟା ୫ଟା ସୁଦ୍ଧା ମଧ୍ୟରେ ମନୋନିତ ହୋଇଥିବା ଛାତ୍ରଛାତ୍ରୀମାନେ ଫି ଦାଖଲ କରିବେ ଏବଂ ୨୭ ନଭେମ୍ବରରୁ ୩ ନଭେମ୍ବର ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇପାରିବେ ।

ରାଜ୍ୟର ଖବର

ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ

ମେଟ୍ରୋ ଟିଭି ବ୍ୟୁରୋ : ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶି ତିଥୀରେ ଆଜି ଠାରୁ ଶ୍ରୀ ମନ୍ଦିରରେ କାର୍ତ୍ତିକ ରୀତି ଆରମ୍ଭ ହୋଇଛି । ସେହିପରି ରତ୍ନ ସିଂହାସନରେ ରାଧାଦାମୋଦର ବେଶରେ ସଜେଇ...

ଆଜି ରାଜ୍ୟରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୃତ୍ୟୁ ସଂଖ୍ୟା ୧୨୭୨ରେ ପଂହଚିଲା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ପୁନଃଚ୍ଛେଦ୍ । ଦିନକୁ ଦିନ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଜି ୧୩ ଜଣ କରୋନା ଆକ୍ରାନ୍ତ ହୋଇ...

ପୁଣି ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ଆକ୍ରାନ୍ତ ; ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨ରେ ପଂହଚିଲା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୨୪୭ ନୂଆ କରୋନା ପଜେଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨ରେ ପଂହଚିଛି । https://twitter.com/IPR_Odisha/status/1320963638685884416?s=20 ତେବେ ସେମାନଙ୍କ ମଧ୍ୟରୁ...

ଦେଶ-ବିଦେଶ

ଚୀନ ସୈନିକଙ୍କୁ ଫେରାଇଲା ଭାରତ

ମେଟ୍ରୋ ଟିଭି ବ୍ୟୁରୋ : ପୂର୍ବ ଲଦାଖର ଡେମଚକଠାରେ ଗତ ୧୯ ତାରିଖରେ ଏଲଏସି ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ଚାଲିଆସିଥିଲେ ଜଣେ ଚୀନ ସୈନିକ । ସୀମା ଭିତରକୁ ପଶି...

ପାଣିରେ ଚାଲିବ ମେଟ୍ରୋ ଟ୍ରେନ ; ୨୦ ମିନିଟ ସ୍ଥାନରେ ଲାଗିବ ୧ ମିନିଟ୍

ମେଟ୍ରୋ ଟିଭି ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ମାସରେ କୋଲକତା ଠାରେ ବିଶ୍ୱସ୍ତରୀୟ ସୁବିଦା ବାଲା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ...

ସଂନ୍ଧ୍ୟା ୬ଟାରେ ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମେଟ୍ରୋ ଟିଭି ବ୍ୟୁରୋ : ଆଜି ସଂନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ...