State

ଆନ୍ଦୋଳନ ନାମରେ ସର୍ବସାଧାରଣ ସମ୍ପତିକୁ ନଷ୍ଟ କରିବାକୁ ବରଦାସ୍ତ କରାଯିବନି : ଡି.ଜି

  •  
  • 5
  •  
  •  
  •  
  •  
  •  
    5
    Shares

ଭୁବନେଶ୍ୱର : ଆନ୍ଦୋଳନ ନାମରେ ସର୍ବସାଧାରଣ ସମ୍ପତି ନଷ୍ଟ କରିବାକୁ ବରଦାସ୍ତ କରାଯିବ ନାହିଁ । ଗଣତନ୍ତ୍ରରେ ଆନ୍ଦୋଳନ କରିବାର ସମସ୍ତଙ୍କର ଅଧିକାର ରହିଛି । କିନ୍ତୁ ସମ୍ପତି ନଷ୍ଟ କରିବାର ଅଧିକାର ନାହିଁ । ଗତବର୍ଷ ୩ଟି ଆନ୍ଦୋଳନ ଘଟିଥିଲା ବୋଲି ପୋଲିସ ମହାନିର୍ଦ୍ଦେଶକ ଡ. ଆର.ପି. ଶର୍ମା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ନକ୍ସଲଙ୍କୁ ଦମନ କରିବାରେ ଅଧିକ ସଫଳ ହୋଇଛି । ୧୯ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୯ ଜଣ ମାଓବାଦୀ ଗିରଫ ହୋଇଛନ୍ତି ଏବଂ ୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...