State

ବିଜେପିକୁ ଝଟ୍‌କା: ଦଳ ଛାଡ଼ିଲେ ଦିଲ୍ଲୀପ ରାୟ

  •  
  • 14
  •  
  •  
  •  
  •  
  •  
    14
    Shares
ଭୁବନେଶ୍ୱର:ବହୁ ତର୍କ ବିତର୍କର ଅନ୍ତ ଘଟାଇ ଶେଷରେ ଦଳ ଓ ପଦ ଛାଡ଼ିଛନ୍ତି ରାଉରକେଲା ବିଜେପି ବିଧାୟକ ଦିଲ୍ଲୀପ ରାୟ । ସେ ବିଧାନସଭା ଯାଇ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଦଳରୁ ଇସ୍ତଫା ଦେଇଥିବା ମଧ୍ୟ ଘୋଷଣା କରିଛନ୍ତି । ଏହା ସହିତ ସବୁବେଳେ ରାଉରକେଲାବାସୀଙ୍କ ବିକାଇ ଓ ସୁଖଦୁଃଖ ସାଥି ବୋଲି କହୁଥିବା ଦିଲ୍ଲୀପ ଆଗାମୀ ୨୦୧୯ରେ ରାଉରକେଲାରୁ ଆଉ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟ କ’ଣ ରହିବ ସେ ନେଇ ବୟାନବାଜି ଆରମ୍ଭ ହୋଯାଇଛି ।
  •  
    14
    Shares
  •  
  • 14
  •  
  •  
  •  
  •  
Loading...

Join The Discussion

Loading...