କଟକ : ବର୍ତ୍ତମାନ ସମୟରେ ନାରୀ ନିଜେ ନିଜର ସୁରକ୍ଷା କରିବା ଉଚିତ। ଏ ନେଇ କଟକ ବାଲିଯାତ୍ରା ପଡ଼ିଆରେ ମଙ୍ଗଳବାର ଏବିଭିପି ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ପ୍ରକୃତି ମିଶ୍ର କଲେଜ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇଛନ୍ତି। ଷ୍ଟ୍ରେଟ୍ ପଞ୍ଚ୍, ପିଙ୍ଗର ହିଟ୍ସ, ପାମ୍ ହିଲ୍, ହୁକ୍ ପଞ୍ଚ ଭଳି ଆତ୍ମରକ୍ଷା ସ୍ଟଣ୍ଟ ପିଲାମାନଙ୍କୁ ଏହି ଦୁଇ ଅଭିନେତ୍ରୀ କରି ଦେଖାଇଲେ। ଏଥିରେ ବହୁ ସଂଖ୍ୟାରେ କଲେଜ ଛାତ୍ରୀ ଯୋଗ ଦେଇଥିଲେ।
Loading...