State

ବିଶ୍ୱକପ୍ ହକି ଡାକ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

  •  
  • 14
  •  
  •  
  •  
  •  
  •  
    14
    Shares

ଭୁବନେଶ୍ୱର: ବୁଧବାର ପୂର୍ବାହ୍ନରେ ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍ ହକି ଡାକ ଟିକେଟ ଉନ୍ମୋଚନ କରିଛନ୍ତି । ଉନ୍ମୋଚିତ ହୋଇଥିବା ଡାକ ଟିକେଟ୍ ୫ଟି ପ୍ରକାର ରହିଛି । ଏହାଦ୍ୱାରା ହକିର ପ୍ରଚାର ପ୍ରସାର ସୁଦୂର ବ୍ୟାପୀ ହୋଇପାରିବ ବୋଲି ଆଶା କରାଯାଇଛି । ଏହି ଉନ୍ମୋଚନ ଉତ୍ସବ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍ ଓ ମହା ଡାକପାଳ ପ୍ରମୁଖ ଉପସ୍ଥିତ ଥିଲେ ।

  •  
    14
    Shares
  •  
  • 14
  •  
  •  
  •  
  •  
Loading...

Join The Discussion

Loading...