State

ଇଂରାଜୀ ନବବର୍ଷ ପାଇଁ ପୁରୀ ଲକ୍ଷାଧିକ ଭକ୍ତଙ୍କ ସମାଗମ, ସବୁଠି ଉତ୍ସବର ମାହୋଲ

  •  
  • 2
  •  
  •  
  •  
  •  
  •  
    2
    Shares
ଭୁବନେଶ୍ୱର:ଆଜି ବର୍ଷର ପ୍ରଥମ ସକାଳରେ ପାଦ ଦେଇଛି ୨୦୧୯ । ନୂଆ ଆଶା ନୂଆ ସମୃଦ୍ଧି କାମନା କରିବା ପାଇଁ ପ୍ରଥମ ଦିନଟକୁ ଆରମ୍ଭ କରିବାକୁ ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିର, ମଠ ଓ ମସଜିଦ ତଥା ଚର୍ଚ୍ଚରେ ଭିଡ ଜମାଇଛନ୍ତି । ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।

ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ ପାଇଁ ପୁରୀ ରାସ୍ତାରେ ହଜାର ହଜାର ଗାଡିର ଲମ୍ବାଧାଡି ଦେଖିବାକୁ ମିଳିଛି । ଆଜି ରାତି ୧୨ ୫୦ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି , ୧.୩୫ରେ ମଙ୍ଗଳ ଆଳତୀ , ୩ ଟାରେ ଅବକାଶ ଓ ୫.୫୫ରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...