Sports

ଅଷ୍ଟ୍ରେଲିଆ ଗସ୍ତ କଲା ଟିମ୍ ଇଣ୍ଡିଆ

  •  
  • 22
  •  
  •  
  •  
  •  
  •  
    22
    Shares


ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆ ଗସ୍ତ କରିଛି । ସେଠାରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦, ୪ଟି ଟେଷ୍ଟ ଓ ୩ଟି ଏକଦିବସୀୟ ମ୍ୟାଚ୍ ଖେଳିବ । ଏହି ଅବସରରେ ଭାରତୀୟ ଦଳ ଭାରତ ଛାଡ଼ିବା ପୂର୍ବରୁ ନିଜର ଫଟୋକୁ ସୋସିଆଲ୍ ମିଡ଼ିଆରେ ପଠାଇ ନିଜର ସଫଳ ଯାତ୍ରାକୁ ସୁଗମ୍ୟ କରିଛନ୍ତି ।

Loading...

ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ରେ ଭାରତ ନିଜର ପାରଦର୍ଶିଦା ଦେଖାଇବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଭାରତ ଯେତେବେଳେବି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି କୌଣସି ଗୋଟିଏ ହେଲେ ଟେଷ୍ଟ ସିରିଜ୍ ଜିତିପାରି ନାହିଁ । ଏହି ଟି-୨୦ ସିରିଜ୍ ପରେ ଭାରତ ଟେଷ୍ଟ ଓ ଏକଦିବସୀୟ ସିରିଜ୍ ଖେଳିବ । ନିକଟରେ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ସହ ଖେଳି ସିରିଜ୍ ବିଜୟ କରି ନିଜର ମନୋବଳକୁ ମଜବୁତ୍ କରିପାରିଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ସଫଳ ହେବ ବୋଲି ଆଶା ରଖିଛି ।

  •  
    22
    Shares
  •  
  • 22
  •  
  •  
  •  
  •  
Loading...

Join The Discussion

Loading...