Sports

ଚା’ ବିକୁଛନ୍ତି ଏସିଆନ୍‌ ଗେମ୍ସ ପଦକ ବିଜେତା

  •  
  • 5
  •  
  •  
  •  
  •  
  •  
    5
    Shares

ନୂଆଦିଲ୍ଲୀ: ଭାରତୀୟ ଶିପକ୍‌ ଟାକ୍ରୋ ଦଳର ହରିଶ କୁମାର ୨୦୧୮ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଏହାପରେ ବି ବଦଳିନି ତାଙ୍କ ଭାଗ୍ୟ। ସେଠାରୁ ଫେରି ସେ ଏବେ ତାଙ୍କ ପିତାଙ୍କ ଚା’ଦୋକାନରେ ଚା’ ବିକୁଥିବା ଦେଖିବାକୁ ମିଳିଛି। ଘରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ତାଙ୍କ ପିତାଙ୍କୁ ଏ କ୍ଷେତ୍ରରେ ସହାୟତା କରୁଥିବା କହିଛନ୍ତି। ତା’ସହ  ନିଜର ପ୍ରତିଦିନ ଅଭ୍ୟାସରୁ ୪ ଘଣ୍ଟା ସମୟ ବାହାର କରି ସେ ଏହି ଚା’ ଦୋକାନରେ ଚା’ ବିକ୍ରି କରୁଛନ୍ତି।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...