Sports

ବିଶ୍ୱାସ ଥିଲା ଆଗାମୀ ବଲରେ ଛକା ମାରିପାରିବି, ସେଇଥିପାଇଁ ନେଲିନାହିଁ ସିଙ୍ଗିଲ : ଦିନେଶ କାର୍ତ୍ତିକ

  •  
  • 6
  •  
  •  
  •  
  •  
  •  
    6
    Shares

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି-୨୦ର ଶେଷ ଓଭରରେ କାର୍ତ୍ତିକ ସିଙ୍ଗିଲ୍ ନେଇନଥିବାରୁ ସେ ବିଷୟରେ ବହୁତ କିଛି ଆଲୋଚନା ହେଉଛି । ଏ ସଂପର୍କରେ ଦିନେଶ କାର୍ତ୍ତିକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ମୋର ବିଶ୍ୱାସ ଥିଲା ଯେ, ଆଗାମୀ ବଲରେ ଛକା ମାରିପାରିବି, ତେଣୁ ମୁଁ ସିଙ୍ଗିଲ ନେଇନଥିଲି । ସେ କହିଛନ୍ତି ଯେ, ଟିମ ଯୋଜନା ଅନୁଯାୟୀ କାମ ହୋଇନଥିବାକୁ ସେ ସ୍ୱୀକାର କରିଛନ୍ତି । ଭାରତକୁ ଅନ୍ତିମ ଓଭରରେ ୧୬ ରନ୍ ଦରକାର ଥିଲା । କାର୍ତ୍ତିକ ତୃତୀୟ ବଲରେ ବଡ ସଟ୍ ଖେଳିବାରେ ସକ୍ଷମ ଥିବା କୃଣାଲ ପାଣ୍ଡ୍ୟାଙ୍କୁ ଏକ ରନ ନେବାକୁ ମନା କରିଥିଲେ । ଏହାକୁ ନେଇ ସେହି ସମୟରେ ଖୁବ୍ ଚର୍ଚ୍ଚା ହୋଇଥିଲା ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...