Home ଖେଳ ଯୁବରାଜ ସିଂହ ଆଜିର ଦିନରେ ମାରିଥିଲେ ୬ଟି ଛକା

ଯୁବରାଜ ସିଂହ ଆଜିର ଦିନରେ ମାରିଥିଲେ ୬ଟି ଛକା

ନୂଆଦିଲ୍ଲୀ : ୧୧ ବର୍ଷ ତଳର ଘଟଣା । ଆଜିର ଦିନରେ ଅର୍ଥାତ ୨୦୦୭ ସେପ୍ଟେମ୍ବର ୧୯ରେ ଯୁବରାଜ ସିଂହ ୬ଟି ଛକା ମାରି ଇତିହାସ ରଚିଥିଲେ । ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ପ୍ରଥମ ଟି-୨୦ ବିଶ୍ୱକପରେ ଯୁବରାଜ ସିଂହ ଷ୍ଟୁଆର୍ଟ ବ୍ରୋଡଙ୍କ ଏକ ଓଭରର ସମସ୍ତ ବଲକୁ ଛକା ମାରିଥିଲେ । ଯୁବରାଜ ସିଂହ ଟି-୨୦ ଇତିହାସରେ ଏଭଳି ରେକର୍ଡ କରିବାରେ ହେଉଛନ୍ତି ପ୍ରଥମ ଖେଳାଳି ।

ଭାରତ ଇନିଂସର ୧୮ତମ ଓଭର ଥିଲା । ଆଣ୍ଡ୍ରୁ ଫ୍ଲିଣ୍ଟପ ବୋଲିଂ କରୁଥିଲେ ଓ ତାଙ୍କର ଯୁବରାଜ ସିଂହଙ୍କ ସହିତ ଯୁକ୍ତିତର୍କ ହୋଇଯାଇଥିଲା । ଏହି ଯୁକ୍ତିତର୍କର ଫଳ ବ୍ରୋର୍ଡଙ୍କୁ ମିଳିଥିଲା । ୧୯ତମ ଓଭରର ସମସ୍ତ ବଲକୁ ଯୁବରାଜ ସମ୍ମୁଖୀନ ହୋଇଥିଲେ । କ୍ରିଜରେ ଦ୍ୱିତୀୟ ଖେଳାଳି ଭାବରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉପସ୍ଥିତ ଥିଲେ । ଧୋନି କେବଳ ଛକା ଗୁଡ଼ିକୁ ଦର୍ଶକଙ୍କ ଭଳି ଦେଖୁଥିଲେ ।

ଯୁବରାଜ ସିଂହ ମାତ୍ର ୧୨ଟି ବଲ ଖେଳି ଅର୍ଦ୍ଧଶତକ ପୂରା କରିଥିଲେ, ଯାହାକି ଏବେବି ବିଶ୍ୱ ରେକର୍ଡ ଅଛିି । ଯୁବରାଜ ମୋଟ ୫୮ଟି ବଲ ଖେଳି ୫୮ ରନ ସଂଗ୍ରହ କରିଥିଲେ । ଏଥିରେ ୭ଟି ଛକା ଓ ୩ଟି ଚୌକା ସାମିଲ ଥିଲା ।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...