Sports

ଧୋନୀଙ୍କ ହାତ ଚୁମିଲେ ଦିବ୍ୟାଙ୍ଗ ଫ୍ୟାନ୍

  •  
  • 11
  •  
  •  
  •  
  •  
  •  
    11
    Shares

ନୂଆଦିଲ୍ଲୀ : ଇଣ୍ଡିଜ ବିରୋଧରେ ଖେଳାଯାଇଥିବା ଶେଷ ଦିନିକିଆ ପାଇଁ ଭାରତୀୟ ଟିମ୍ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଜଣେ ଦିବ୍ୟାଙ୍ଗ ଫ୍ୟାନଙ୍କୁ ଫେଟିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅପେକ୍ଷାରତ ଦିବ୍ୟାଙ୍ଗ ଫ୍ୟାନ ଧୋନୀଙ୍କୁ ଭେଟିବାରେ ଖୁବ୍ ଉତ୍ସାହିତ ହେବା ସହ ଧୋନୀଙ୍କର ହାତ ଚୁମ୍ବନ ଦେଉଛି । ଏହି ଅବସରରେ ଧୋନୀ ଓ ତାଙ୍କର ଦିବ୍ୟାଙ୍ଗ ଫ୍ୟାନ କିଛି ସମୟରେ ଆଲୋଚନା କରିଥିଲେ । ଧୋନୀ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ତାଙ୍କ ସହ ଫଟୋ ଉଠାଇଥିଲେ । ସେହିପରି ବିରାଟ କୋହଲି ମଧ୍ୟ ଏହି ଦିବ୍ୟାଙ୍ଗ ଫ୍ୟାନଙ୍କ ନିକଟକୁ ଯାଇ ତାଙ୍କ ଅଟୋଗ୍ରାଫ୍ ଦେଇଥିଲେ ।

  •  
    11
    Shares
  •  
  • 11
  •  
  •  
  •  
  •  
Loading...

Join The Discussion

Loading...