Politics

ଅପରାଜିତା ଭୁବନେଶ୍ୱରରେ ପହଞ୍ଚିବା ପରେ କ’ଣ କହିଲେ ଜାଣନ୍ତୁ

  •  
  • 9
  •  
  •  
  •  
  •  
  •  
    9
    Shares

ଭୁବନେଶ୍ୱର: ମଙ୍ଗଳବାର ବିଜେପିରେ ଯୋଗ ଦେବା ପରେ ଆଜି ଓଡ଼ିଶା ଆସିଛନ୍ତି ପୂର୍ବତନ ଆଇଏଏସ୍ ଅଫିସର୍ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାଜିତା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି,“ନିଜ ଘରକୁ ଫେରିଥିବାରୁ ମୁଁ ବହୁତ ଉତ୍ସାହିତ ଅଛି

ଗତ ୨୭ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Loading...

ଅପରାଜିତା ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର୍ ଥିଲେ। ଆହୁରି ୧୧ ବର୍ଷ ଚାକିରି ଥିବା ବେଳେ ସେ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଛନ୍ତି।

  •  
    9
    Shares
  •  
  • 9
  •  
  •  
  •  
  •  
Loading...

Join The Discussion

Loading...