Politics

ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ ମୋଦି !

  •  
  • 53
  •  
  •  
  •  
  •  
  •  
    53
    Shares

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି। ଶୁକ୍ରବାର ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା। ସେ କହିଛନ୍ତି ଯେ, ପ୍ରିୟ ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ଲଢ଼ନ୍ତୁ ବୋଲି କିଏ ବା ନ ଚାହିଁବ! ତେଣୁ ଆମେ ରାଜ୍ୟ କାର୍ଯ୍ୟକର୍ତ୍ତା ତାଙ୍କୁ ପୁରୀରୁ ଲଢ଼ିବାକୁ ଅନୁରୋଧ କରିବୁ। ହେଲେ ମୋଦି ପୁରୀ ଲୋକସଭାରୁ ଲଢ଼ିବାକୁ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ଭାଜପା ସଂସଦୀୟ ବୋର୍ଡ ହିଁ ନେବ ବୋଲି ସେ କହିଛନ୍ତି।

  •  
    53
    Shares
  •  
  • 53
  •  
  •  
  •  
  •  
Loading...

Join The Discussion

Loading...