Politics

ଭାଜପା ସଂପର୍କରେ ଏହି କଥା କହିଲେ ଅଭିନେତା ପ୍ରକାଶ ରାଜ

  •  
  • 3
  •  
  •  
  •  
  •  
  •  
    3
    Shares

ବେଙ୍ଗାଲୁର : ଅଭିନେତାରୁ ନେତା ବନିଥିବା ୫୩ ବର୍ଷୀୟ ପ୍ରକାଶ ରାଜ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଭାଜପା ହେଉଛି ନିର୍ଲଜ ଲୋକଙ୍କ ଘର। ଏଥର ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବେଙ୍ଗାଲୁର ସେଣ୍ଟ୍ରାଲରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି। କାରଣ ପ୍ରକାଶ କୌଣସି ଦଳକୁ ପସନ୍ଦ କରନ୍ତି ନାହିଁ ଓ କୌଣସି ଦଳରେ ସେ ବେଶି ସମୟ ରହିପାରିବେ ନାହିଁ। ତେଣୁ ସେ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...