Home ରାଜନୀତି ତେଲେଙ୍ଗାନା ନିର୍ବାଚନ : ଭୋଟ୍ ଦେଇପାରିଲେନି ଜ୍ୱାଲା ଘୁଟ୍ଟା, କାହିଁକି ଜାଣନ୍ତି

ତେଲେଙ୍ଗାନା ନିର୍ବାଚନ : ଭୋଟ୍ ଦେଇପାରିଲେନି ଜ୍ୱାଲା ଘୁଟ୍ଟା, କାହିଁକି ଜାଣନ୍ତି

ନୂଆଦିଲ୍ଲୀ :

ଲେକପ୍ରିୟ ବ୍ୟାଟମିଂଟନ ଖେଳାଳି ଜ୍ୱାଲା ଘୁଟ୍ଟାଙ୍କ ନାମ ଭୋଟର ପରିଚୟ ପତ୍ର ତାଲିକାରେ ନାହିଁ । ଏହି ବିଷୟରେ ନିଜେ ଜ୍ୱାଲା ଟ୍ୱିଟ କରି କହିଛନ୍ତି । ଜ୍ୱାଲା କହିଛନ୍ତି କି, ଅନଲାଇନ ଚେକ କରିବା ପରେ ଭୋଟର ତାଲିକାରେ ତାଙ୍କ ନାଁ ନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ରାଜସ୍ଥାନ ଓ ତେଲେଙ୍ଗାରେ ଆଜି ନିର୍ବାଚନ ଆରମ୍ଭ ହୋଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ଷ୍ଟାରମାନେ ଭୋଟ ଦେବା ନିମନ୍ତେ ପୋଲିଙ୍ଗ ବୁଥରେ ପହଂଚିଛନ୍ତି । କିନ୍ତୁ ଦେଶର ପ୍ରସିଦ୍ଧ ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଘୁଟ୍ଟା  ଏହି ଭୋଟ ଦେଇ ପାରିବେ ନାହିଁ ।

ଜ୍ୱାଲା  ପ୍ରଥମେ ଟ୍ୱିଟ କରି କହିଥିଲେ କି, ତାଙ୍କ ନାଁ ଭୋଟର ତାଲିକାରେ ନାହିଁ  । ସେଥିପାଇଁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପରେ ସେ ଦ୍ୱିତୀୟ ଟ୍ୱିଟ କରିଥଲେ ସେଥିରେ ସେ ଲେଖିଥିଲେ କି , ଏହି ନିର୍ବାଚନ କିପରି ଠିକ୍ ହୋଇପାରିବ ଯେଉଁଥିରେ କି, ତାଙ୍କ ନାମ ନାହିଁ ।

ଜ୍ୱାଲାଙ୍କ ଏହି ଅଭିଯୋଗ ପରେ ଟ୍ୱିଟରେ ଅନେକ ପ୍ରତିକ୍ରିଆ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆ ଏହି ଘଟଣାକୁ ନେଇ ଟ୍ୱିଟ କରି କହିଛନ୍ତି  କି, ଅର୍ଜ୍ଜୁନ ପୁରସ୍କାର ବିଜେତା ମଧ୍ୟ ନିଜ ଭୋଟ ଦେବା ଅଧିକାରକୁ ନେଇ ପ୍ରଶ୍ନ କରୁଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...