ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

୧୧ଲକ୍ଷ ଛାତ୍ରଛାତ୍ରୀ ପାଇବେ ବୃତି ; ସୁମଙ୍ଗଳ ଛାତ୍ରବୃତି

ମେଟ୍ରୋ ଟିଭି ବ୍ୟୁରୋ : ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ । ମାତ୍ର ଗୋଟିଏ ପୋର୍ଟାଲ ଗ୍ଦମଷକ୍ଟକ୍ଷବକ୍ସଗ୍ଦଷସକ୍ଟ୍ର.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ...

ଏଥର ଦଶହରା ପରି ଫିକା ପଡିବ ଗଜଲକ୍ଷ୍ମୀ ପୂଜା

ମେଟ୍ରୋ ଟିଭି ବ୍ୟୁରୋ : ଆଉ ଦୁଇ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଁ ଗଜଲକ୍ଷ୍ମୀ । ମହାମାରୀ କରୋନା କଟକଣା ଯୋଗୁଁ ହଶହରା ପରି ଫିକା ପଡିବ ଲକ୍ଷ୍ମୀ ପୂଜା...

ଦୁର୍ଦ୍ଦଶାରେ ଏକାଦଶୀଙ୍କ ପରିବାର ; ଜରିପାଲ ତଳେ ବିତୁଛି ଜୀବନ

ମେଟ୍ରୋ ଟିଭି ବ୍ୟୁରୋ : ଜରିପାଲିରେ ବିତୁଛି ଫନି ବିପନ୍ନଙ୍କ ପରିବାରଙ୍କ ଜୀବନ । ହେଲେ ଘର ଭଙ୍ଗା ତାଲିକାରେ ବାଦପଡିଛି ସେମାନଙ୍କ ନାମ । ମିଳିନି ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...

ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ : ମହାରାଷ୍ଟ୍ରର ରାଜଧାନୀରେ ହୋଇପାରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ବୋଲି ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ବିଭାଗ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏ ସମ୍ପର୍କରେ ସୂଚନା...

ଚୀନ ସୈନିକଙ୍କୁ ଫେରାଇଲା ଭାରତ

ମେଟ୍ରୋ ଟିଭି ବ୍ୟୁରୋ : ପୂର୍ବ ଲଦାଖର ଡେମଚକଠାରେ ଗତ ୧୯ ତାରିଖରେ ଏଲଏସି ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ଚାଲିଆସିଥିଲେ ଜଣେ ଚୀନ ସୈନିକ । ସୀମା ଭିତରକୁ ପଶି...

ଏବେର ଖବର

ଅନ୍ତିମ ଯାତ୍ରାରେ ବାଜପେୟୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବେ ଅନ୍ତିମ ଯାତ୍ରାରେ। ଭାରତୀୟ ରାଜନୀତିର ଅଜାତଶତ୍ରୁଙ୍କ ମରଶରୀରକୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନିଆଯାଉଛି ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ। ସେହିଠାରେ ପଞ୍ଚଭୂତରେ ଲୀନ ହେବ...

ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶା ବେଶି ପ୍ରଭାବିତ ହୋଇଛି : ଏସ୍‌ଆରସି

ଭୁବନେଶ୍ୱର, : ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶା ବେଶି ପ୍ରଭାବିତ ହୋଇଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବା...

ବେଲାଦୁଲାରେ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ

ଆଠମଲ୍ଲିକ: ଯୁବକଯୁବତୀମାନଙ୍କର ନେତୃତ୍ୱର ବିକାଶ ତଥା ଭାରତ ନିର୍ମାଣରେ ସେମାନଙ୍କର ସକ୍ରିୟ ଭୂମିକା ଗ୍ରହଣ ମୂଳ ଉଦ୍ଦେଶ୍ୟ ନେଇ ଭାରତ ସରକାର ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟର ଯୋଜନା ପଡୋଶୀ ଯୁବ...

ଚୀନରେ ଏମିତି ଏକ ସ୍କୁଲ ଅଛି, ଯେଉଁଠି ଡେଟିଙ୍ଗର ଟ୍ରେନିଂ ଦିଆଯାଏ

ଟେକ୍ନୋଲୋଜି ଓ ପ୍ରଡକ୍ସନ ମାମଲାରେ ଚୀନର ଏକ ସ୍ୱତନ୍ତ୍ର ନାମ ରହିଛି । କିନ୍ତୁ ଆଜି ଆପଣଙ୍କୁ ଚୀନର ଏମିତି ଏକ ସ୍କୁଲ ବିଷୟରେ ଜଣାଇବୁ, ଯେଉଁଠାରେ ଡେଟିଙ୍ଗର ଟ୍ରେନିଂ ଦିଆଯାଏ ।...

ଭିଡ଼ିଓ

ମନୋରଞ୍ଜନ

ରଣବୀରଙ୍କ ସହ ନଜର ଆସିବେ ଦୀପିକା ଓ ଆଲିଆ

ମେଟ୍ରୋ ଟିଭି ବ୍ୟୁରୋ : ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ବୈଜୁ ବାୱରା’ରେ ତାଙ୍କ ସହ ଆଲିଆ ଭଟ୍ଟ ନଜର ଆସିବେ ବୋଲି ଚର୍ଚ୍ଚା ଧରିଥିଲା କିନ୍ତୁ ସେଥିରେ କେବଳ ଆଲିଆ ନୁହଁ...

ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଳ୍ପୀ ନେହା କକ୍କର

ମେଟ୍ରୋ ଟିଭି ବ୍ୟୁରୋ : ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶନିବାର ଦିଲ୍ଲୀ ସ୍ଥିତ ଗୁରୁଦ୍ୱାରରେ ସେ ଦୁହେଁ ବିବାହ କରିଛନ୍ତି । ଅକ୍ଟୋବର...

ଭାଇରାଲ ହେବାରେ ଲାଗିଛି ଜ୍ୟାକ୍‌ଲିନ୍‌ଙ୍କ ଟପ୍‌ଲେସ୍‌ ଫଟୋ

ମେଟ୍ରୋ ଟିଭି ବ୍ୟୁରୋ : ବଲିଉଡ୍ ବହୁ ପପୁଲାର ଓ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍‌ଙ୍କର ବହୁ ଫ୍ୟାନ୍ ଫଲୋଅରସ୍ ରହିଛି । ତେବେ ତାଙ୍କର ଇନଷ୍ଟାଗ୍ରାମ୍‌ରେ...

ସାମ୍ନାକୁ ଆସିଲା ନେହାଙ୍କ ବିବାହ କାର୍ଡ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କର ଓ ରୋହନ ପ୍ରୀତ୍ ସିଂ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡୁଛି । ଏବେ ଦୁହିଁଙ୍କ ବିବାହ...

ଜୀବନଚର୍ଯ୍ୟା

ଖେଳ