ପ୍ରେମରେ ମାତିଛନ୍ତି ହରି ହାସ୍ୟାଭିନେତା ହରିହର ମହାପାତ୍ର। ସେ ଏବେ ପୂରାଦମ୍ରେ ପ୍ରେମରେ ମାତିଛନ୍ତି। ଏମିତି ପ୍ରେମ ନିଶା ଘାରିଛି ଯେ ଦିନ କି ରାତି ଜଣାପଡୁନାହିିଁ। … Entertainment on February 14, 2019
ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତ ଅବସରରେ ସୁବର୍ଣ୍ଣରେଖା ବନ୍ଦର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ସହିତ … State on February 13, 2019
ଲୋକସଭା ନିର୍ବାଚନ ଲଢିବେନି ପ୍ରିୟଙ୍କା ଲକ୍ଷେ୍ନା÷÷ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲକ୍ଷେ୍ନା÷÷ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରୁଥିବା ସମୟରେ ଏକ ବଡ ଘୋଷଣା କରିଛନ୍ତି । ସେ … National/International on February 13, 2019
ଜାଣନ୍ତୁ, କାହିଁକି ରାତିରେ ପିତା ଖାଇବା ବାରଣ ରାତିରେ ପିତା ଜାତୀୟ ଖାଦ୍ୟ ଖାଇଲେ ଶରୀର ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। ପିତା ଜାତୀୟ ଖାଦ୍ୟ ସାଧାରଣତଃ ହଜମ ହେବା ପାଇଁ … Lifestyle on February 13, 2019
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଶୁକ୍ରବାର ଦଳ ଘୋଷଣା : ରାହାଣେଙ୍କୁ ମିଳିପାରେ ସୁଯୋଗ ନୂଆଦିଲ୍ଲୀ : ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସୀମତ ଓଭର ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହେବ। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ … Sports on February 13, 2019
ବୈଜୟନ୍ତଙ୍କ ଟିକସ ଠକେଇ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇଲା ବିଜେଡି ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ଏମ୍ପି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବାହାମାସ ଟିକସ ଠକେଇ ପ୍ରସଙ୍ଗରେ ମଙ୍ଗଳବାର ବିଜେଡି ଏମ୍ପି ଭର୍ତ୍ତୃହରି ମହତାବ … State on February 13, 2019
ମୋଦିଙ୍କ ସହିତ ରାହୁଲଙ୍କ ମୁକାବିଲା: ପ୍ରିୟଙ୍କା ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କଂଗ୍ରେସ ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ … National/International on February 13, 2019
ସାରା ବିଶ୍ୱରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ପେଣ୍ଠସ୍ଥଳୀ ହେବ ଭାରତ-ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର- ଆଗାମୀ ଦିନରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ହବ୍ ପାଲଟିବାକୁ ଯାଉଛି । ତୈଳ ଏବଂ ଗ୍ୟାସ … State on February 12, 2019
ମୋଦିଙ୍କ ପତ୍ନୀ ହେବେ ବରଖା ବିଷ୍ଟ୍ ଆଗକୁ ରିଲିଜ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଯାହାର ପ୍ରଥମ ପୋଷ୍ଟର୍ ଜାନୁଆରୀ ୭ରେ ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ସାମ୍ନାକୁ … Entertainment on February 12, 2019