National/International

ମାସିକ ଋତୁସ୍ରାବ ପାଇଁ ମହିଳା କର୍ମଚାରଙ୍କୁ ମିଳିବ ଛୁଟି

  •  
  • 4
  •  
  •  
  •  
  •  
  •  
    4
    Shares

କୋଲକତା : କୋଲକତାର ଏକ ଡିଜିଟାଲ ମିଡିଆ କମ୍ପାନୀ ଜାନୁଆରୀରୁ ପହିଲାରୁ ମହିଳା କର୍ମଚାରୀଙ୍କୁ ମାସିକ ଋତୁସ୍ରାବ ପାଇଁ ଛୁଟି ଦେଉଛି। ଏହାପୂର୍ବରୁ ମୁମ୍ବାଇର ଦୁଇଟି କମ୍ପାନୀ ମଧ୍ୟ ମାସିକ ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ଘୋଷଣା କରିଥିଲେ। ଡିଜିଟାଲ ମିଡିଆ କମ୍ପାନୀର ସଂସ୍ଥାପକ ସାମ୍ବୋ ଦତ୍ତ କହିଛନ୍ତି, ଜାନୁଆରୀ ୧, ୨୦୧୯ରୁ  ପ୍ରତି ମାସରେ ମାସିକ ଋତୁସ୍ରାବ ପାଇଁ ମହିଳାଙ୍କ ଗୋଟିଏ ଦିନର ଛୁଟି ଦିଆଯିବ। ମହିଳାଙ୍କ ସବୁ ପ୍ରକାର ସୁରକ୍ଷା ଦେବାର ଆମର କର୍ତ୍ତବ୍ୟ। ମାସିକ ଧର୍ମ ସମୟରେ ମହିଳାମାନେ ଭୋଗୁଥିବା ପୀଡାରୁ କିଛିଟା ଆଶ୍ୱସ୍ତି ଦେବା ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...