Home ଦେଶ-ବିଦେଶ କାଶ୍ମରୀ ସୀମାନ୍ତରେ ସେନା ବାହନିର ଆତ୍ମବଳ ଆତ୍ମ ସମର୍ପଣ କରୁଛନ୍ତି ଆତଙ୍କବାଦୀ

କାଶ୍ମରୀ ସୀମାନ୍ତରେ ସେନା ବାହନିର ଆତ୍ମବଳ ଆତ୍ମ ସମର୍ପଣ କରୁଛନ୍ତି ଆତଙ୍କବାଦୀ

ମେଟ୍ରୋ ଟିଭି ବ୍ୟୁରୋ : କାଶ୍ମିରୀ ସୀମାନ୍ତରେ ସୁରକ୍ଷା କର୍ମୀଙ୍କ ଆତ୍ମବଳ ବୃଦ୍ଧି ପାଇଛି । ଆତଙ୍କବାଦୀଙ୍କ ଦମନ ପାଇଁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ଥାନୀୟ ପୁଲିସ ଓ ଅର୍ଦ୍ଧସାମରିକ ବଳ,ସେନା ବାହିନୀଙ୍କୁ କାଶ୍ମିରୀରରେ ଆତଙ୍କବାଦୀଙ୍କୁ ସାଫ୍ କରିବାରେ ସଫଳତା ହାସଲ ହୋଇଛି । ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦୀ ମାନେ କାଶ୍ମିରୀରେ ହିଂସାତ୍ମକ କାଣ୍ଡ ଭିଆଇବା ଯୋଜନା କରୁଛନ୍ତି । କାଶ୍ମରୀରୁ ୩୭୦ ଧାରା ଉଠିବା ପରେ ପାକିସ୍ତାନ ସରକାର ଓ ଆତଙ୍କବାଦୀମାନେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସୀମାନ୍ତରେ ବିଏସଏଫ ସିଆରିପିଏଫ ଗୋଟିଏ ପେକ୍ଷ କମ୍ବିଂଙ୍ଗ ଅପରେସେନ ଚଳାଇଥିବାବେଳେ ଆତଙ୍କବାଦୀ ମାନଙ୍କୁ ଆତ୍ମସର୍ମପଣ କରିବାକୁ ଆହ୍ୱାନ ଦେଇଛନ୍ତି । ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଦିଆଯାଇଥିବା ଆହ୍ୱନ କ୍ରମେ ଅନେକ ଆତଙ୍କ ବାଦୀ ଆତ୍ମସର୍ମପଣ କରୁଥିବା ଲକ୍ଷ କରାଯାଉଛି । ଥରେ ଦେଖନ୍ତୁ ଏହି ଭିଡିଓ କିପରି ଜଣେ ଆତଙ୍କବାଦୀ ଆତ୍ମସର୍ମପଣ କରିଛି । ସେନାଙ୍କ ପାଖରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସର୍ମପଣ କରିବା ସହ ଭୟରେ ଥରଥର ହେଉଛି ଆତଙ୍କବାଦୀ ଜଣଙ୍କ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...