National/International

ଏଣିକି ଦୁଇଦିନରେ ମିଳିବ ପାସପୋର୍ଟ

  •  
  •  
  •  
  •  
  •  
  •  
  •  

ଓ୍ବାଶିଂଟନ୍‌: ଖୁବ୍‌ଶୀଘ୍ର ସାରା ବିଶ୍ୱରେ ଥିବା ଭାରତୀୟ ଦୂତାବାସ ବିଦେଶରେ ରହୁଥିବା ନାଗରିକଙ୍କ ପାଇଁ ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପାର୍ସପୋର୍ଟ ଜାରି କରିବ ବୋଲି କହିଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ଭିକେ ସିଂ। ଓ୍ବାଶିଂଟନରେ ଥିବା ଭାରତୀୟ ଦୂତାବାସରେ ‘ପାର୍ସପୋର୍ଟ ସେବା’ ଉପରେ ଆୟୋଜିତ ଏକ ସଭାକୁ ସାମ୍ବାଧିତ କରିବା ସମୟରେ ଶ୍ରୀ ସିଂ ଏହା କହିଛନ୍ତି। ଭାରତୀୟ ମିଶନରେ ଥିବା ପାର୍ସପୋର୍ଟ କାର୍ଯ୍ୟାଳୟକୁ ଡିଜିଟାଲ ମାଧ୍ୟମରେ ଡାଟା ସେଣ୍ଟର ସହ ଯୋଗାଯୋଗ କରାଯିବ। ଯେଉଁଥିରେ ପାର୍ସପୋର୍ଟ ଜାରି କରିବାର ପ୍ରକ୍ରିୟା ଶୀଘ୍ର ହେବ ବୋଲି ସେ କହିଛନ୍ତି। ଏହା ଫଳରେ ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପାର୍ସପୋର୍ଟ ମିଳିଯିବ ବୋଲି ସେ ସୂଚନା ଦେଇଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...