National/International

ଉତ୍ତର ଭାରତରେ ବର୍ଷା ସମ୍ଭାବନା

  •  
  • 2
  •  
  •  
  •  
  •  
  •  
    2
    Shares

ନୂଆଦିଲ୍ଲୀ : ବଦଳିଛି ପାଣିପାଗର ମିଜାଜ୍‌। ଶନିବାର ଓ ରବିବାର ଉତ୍ତର ଭାରତରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଏହା ଫଳରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବା ବେଳେ ପରେ ପରେ ଥଣ୍ଡା ଆହୁରି ବଢିବ ବୋଲି ପ୍ରକାଶ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ହିମାଚଳ ପ୍ରଦେଶରେ ଲଗାତାର ତୁଷାରପାତ ଫଳରେ ଦେଶରେ ତାପମାତ୍ରା କମିବା ସହ ଶୀତ ଲହରି ଜାରି ରହିବ। ସୂଚନାଯୋଗ୍ୟ, ଶୁକ୍ରବାର ଜମ୍ମୁ-କଶ୍ମୀରରେ ବରଫପାତ ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଜାତାୟତ ବାଧାପ୍ରାପ୍ତ ହୋଇଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...