National/International

ଏହି ଧନୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ କାର ନାହିଁ

  •  
  •  
  •  
  •  
  •  
  •  
  •  

ହାଇଦ୍ରାବାଦ୍‌ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ଗଜଓ୍ବେଲ ଆସନରୁ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ସେ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ତାଙ୍କର ସମ୍ପତ୍ତି ପରିମାଣ ପ୍ରାୟ ୨୨ କୋଟି ଟଙ୍କା ହେବ। ରାଜନୀତି କରିବା ସହିତ ସେ ଜଣେ ବଡ଼ ଚାଷୀ। ତାଙ୍କ ପାଖରେ ୫୪ ଏକର ଜମି ଏବଂ ତାଙ୍କ ସ୍ତ୍ରୀ ଶୋଭାଙ୍କ ପାଖରେ ୯୪.୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ବାର୍ଷିକ ଆୟ ୯୧.୫ ଲକ୍ଷ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି। ତେବେ କୋଟିପତି କେସିଆର୍‌ଙ୍କ ପାଖରେ କୌଣସି କାର୍‌ ନାହିଁ। ତାଙ୍କ ନାମରେ ୬୩ଟି ମାମଲା ଦାଏର କରାଯାଇଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...