National/International

ଦେଖନ୍ତୁ ଭିଡ଼ିଓ: ତିତଲିଠାରୁ ବଡ ମହାବାତ୍ୟା ଆମେରିକା ଆଡକୁ ଯାଉଛି?

  •  
  • 227
  •  
  •  
  •  
  •  
  •  
    227
    Shares

ଆଜି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ତିତଲି ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ତିତଲିଠାରୁ ବଡ ଆଉ ଏକ ମହାକାୟ ମହାବାତ୍ୟା ଆମେରିକାର ଫ୍ଲୋରିଡା ଉପକୂଳ ଆଡକୁ ମୁଁହାଇଛି। ଆମେରିକା ପାଣିପାଗ ସୂଚନା ଅନୁସାରେ ଆଉ ମାତ୍ର କିଛି ସମୟ ମଧ୍ୟରେ ଏହି ମହା ବାତ୍ୟା ଫ୍ଲୋରିଡା ଉପକୂଳ ଛୁଇଁବ।

ମହା ବାତ୍ୟା ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ରହିବ ବୋଲି ସମ୍ଭାବନା ଅଛି। ଏହି ବାତ୍ୟାକୁ କ୍ୟାଟେଗୋରୀ –୪ର ମାନ୍ୟତା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଦେଖନ୍ତୁ ଭିଡ଼ିଓ:

Loading...

  •  
    227
    Shares
  •  
  • 227
  •  
  •  
  •  
  •  
Loading...

Join The Discussion

Loading...