National/International

ବରଫ ପାଲଟିଲା ଡାଲ୍‌ ହ୍ରଦ

  •  
  • 3
  •  
  •  
  •  
  •  
  •  
    3
    Shares

ଶ୍ରୀନଗର: ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଥିବା ବେଳେ ଜମ୍ମୁ-କଶ୍ମୀର ଶ୍ରୀନଗରରେ ଥିବା ଡାଲ ହ୍ରଦ ବରଫ ପାଲଟି ଯାଇଛି। ଜମ୍ମୁ-କଶ୍ମୀରର ଏହା ଏକ ବଡ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏବେ ଏହା ବରଫ ଆଚ୍ଛାଦିତ ହୋଇଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ପ୍ରତିବର୍ଷ ଏହି ହ୍ରଦ ବରଫ ପାଲଟୁଥିବା ବେଳେ ଏଥର ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଖ୍ରୀଷ୍ଟମାସ ଅବସରରେ ଲୋକେ ହ୍ରଦ ଭ୍ରମଣରେ ଯିବାକଥା ଚିନ୍ତା କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇନାହିଁ। ଦେଶରେ ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିଥିବା ବେଳେ ଜମ୍ମୁ-କଶ୍ମୀରରେ ଏହା ମାଇନସ୍‌ ଡିଗ୍ରୀରେ ପହଞ୍ଚିଛି। ବିଗତବର୍ଷ ତୁଳନାରେ ଏବର୍ଷ ଅଧିକ ଥଣ୍ଡkା ଅନୁଭୁତ ହୋଇଥିବା ପାଣିପାଗ ବିଭାଗ ପ୍ରକାଶ କରିଛି।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...